କେନ୍ଦ୍ରାପଡ଼ାର ଜଣେ ଡାକ୍ତରଙ୍କଠାରୁ ସାଇବର ଅପରାଧୀ ଠକିନେଲେ ସାଢ଼େ ୧୦ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ...

କୋରାପୁଟ: ପଣସ ବୋଝେଇ ଟ୍ରକରୁ ଏକ କୋଟିର ଗଞ୍ଜେଇ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜଳାପୁଟ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଉକ୍ତ ଟ୍ରକରେ ଅଭିନଵ ଉପାୟରେ ପ୍ରାୟ ୧କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।...

‘ଅପରେସନ ହାଇଦର’ – ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ କେମିତି ଜାଲ ବିଛାଇଥିଲା ପୋଲିସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଅପରେସନ ହାଇଦର' ସଫଳ – ତେଲାଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିଲା କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌। ଏପ୍ରିଲ ୧୦ରେ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯିବା ପରେ ପୋଲିସର ନିଦ ହଜିଯାଇଥିଲା।...

ପୋଲିସ ଆଖିରେ ଧୂଳି ଦେଇ ଖସିଗଲା ହାଇଦର – ୫ଦିନ ପରେବି ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ କୁଖ୍ୟାତ ଅପରାଧୀ ହାଇଦର ଫେରାର୍ ଘଟଣାକୁ ୫ ଦିନ। ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ। ଜମ୍ବୁରୁ ବାଂଲାଦେଶ ଯାଇଥିବା ସନ୍ଦେହ। କୁଖ୍ୟାତ ଅପରାଧୀ ହାଇଦର୍ ଫେରାର ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା...

ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ୍ ଖାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ହାଇଦରକୁ ଖୋଜିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ ସୋମବାର ତାର ସହଯୋଗୀ ୟାକୁବ୍ ଖାଁ...

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ – ୧୩ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ୧୩ ବର୍ଷ ତଳର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।...

ଜୟପୁରରୁ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି – ଅଧାବାଟରୁ ଗିରଫ କଲା ନବରଙ୍ଗପୁର ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ଏମାନେ ଜୟପୁରରୁ ସମ୍ଵଲପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ। ପୋଲିସ ସେମାନଙ୍କଠାରୁ ୨୬ କିଲୋ...

ଜୟପୁର ଚନ୍ଦ୍ର ପରଜା ହତ୍ୟା ମାମଲାର ପର୍ଦ୍ଦାଫାସ – ଅଭିଯୁକ୍ତ କୋର୍ଟ ଚାଲାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଚନ୍ଦ୍ର ପରଜା ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ଟାଉନ ପୋଲିସ। ଏନେଇ ମଙ୍ଗଳବାର ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ହରେ କୃଷ୍ଣ...

୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ : ଅଭିଯୁକ୍ତ ବିବନକୁ ବାନ୍ଧିଲା ଅପରେସନ୍‌ ‘ସାଇଲେଣ୍ଟ ଭାଇପର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୨ ବର୍ଷ ତଳର ଏକ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ। ଅଭିଯୁକ୍ତକୁ ଧରିବାରେ ସିବିଆଇ ବିଫଳ ହୋଇଥିଲା ବେଳେ କମିସନରେଟ ପୋଲିସ...

ତେଲେଙ୍ଗାନାର ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଯଶୋବନ୍ତ ନାରାୟଣ ପାଢୀ): ତେଲେଙ୍ଗାନାର ଏକ ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରାଯାଇଛି । ବୁଧବାର ଅପରାହ୍ନରେ ତେଲେଙ୍ଗାନା ପେଡାପାଲ୍ଲୀ ଜିଲ୍ଲାର ଜାତୀୟ ରାଜପଥରେ ହତ୍ୟା କରାଯାଇଛି...