ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ କିରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବରିଷ୍ଠ ରାଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତ ସମିତି ଉନ୍ନୟନ ବିଭାଗର କିରାଣୀ। ଲାଞ୍ଚ ନେଉଥିବା ସମୟରେ ତାଙ୍କୁ...

ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ, ନିର୍ଯାତନା ଅଭିଯୋଗ ଆଣିଥିଲେ ପତ୍ନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ ହୋଇଛନ୍ତି। ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ମଙ୍ଗଳବାର ଝାରସୁଗୁଡ଼ା ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ବିଟିଏମ ଫାଣ୍ଡିରେ...

ଅଭିନେତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗ – ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ସମନ ପଠାଇବ ମୁମ୍ବାଇ ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ପଚରାଉଚୁରା ପାଇଁ ଖୁବଶୀଘ୍ର ସମନ ଜାରି କରିପାରେ ମୁମ୍ବାଇ ପୋଲିସ୍। ତାଙ୍କ ଉପରେ ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ଖରାପ ବ୍ୟବହାର ପ୍ରଦର୍ଶନ କରିବା ନେଇ...

କେନ୍ଦ୍ରାପଡ଼ା: ଭଡ଼ାଘରୁ ବ୍ୟାଙ୍କ ପିଓଙ୍କ ଗଳିତ ଶବ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସହରରେ ଥିବା କାନାରା ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଜଣେ ପିଓଙ୍କ ଗଳିତ ମୃତଦେହ ତାଙ୍କ ଭଡ଼ାଘରୁ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ। ଏହି ବ୍ୟାଙ୍କ...

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ଏନସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଥିବା ତିନି ଅଭିନେତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କର ଗତ ୩...

ଜୟପୁର: ଡକାୟତି ଉଦ୍ୟମ ପଣ୍ଡ, ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନିକଟରୁ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଡକାୟତି ଉଦ୍ୟମ କରୁଥିବା ବେଳେ ଜୟପୁର ପୋଲିସ ସେମାନଙ୍କୁ ଗିରଫ କରିଥିବା...

ନୟାଗଡ଼: ୧୦ ଲକ୍ଷ ଟଙ୍କାର ଚୋରା କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ବନ ବିଭାଗ ଦଶପଲ୍ଲା ଗଣିଆଁ ଓ ମହିପରୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଚୋରା କାଠ ଜବତ କରିଛି। ଗତ ୨...

ଏନସିବି ଆଗରେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କ ଗୋଟିଏ ଉତ୍ତର – “ମୁଁ ଡ୍ରଗ୍ସ ନେଇନି”

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଆଜି ତିନି ଜଣ ପ୍ରମୁଖ ଅଭିନେତ୍ରୀଙ୍କୁ ପଚରାଉଚୁରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ଦୀପିକା...

ଏନସିବି ଆଗରେ ‘ଡ୍ରଗ୍ସ ଚାଟ’ କଥା ମାନିଲେ ଦୀପିକା, ଚାଲିଛି ମାରାଥନ୍ ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସକୁ ନେଇ ମ୍ୟାନେଜର କରିସ୍ମାଙ୍କ ସହ ହ୍ୱାଟ୍ସଆପରେ ହୋଇଥିବା ଚାଟକୁ ସ୍ୱୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ହେଲେ ସେ ଡ୍ରଗ୍ସ ସେବନ କରିନାହାନ୍ତି ବୋଲି ଏନସିବିକୁ କହିଛନ୍ତି। ବଲିଉଡରେ ଡ୍ରଗ୍ସ...

ଡ୍ରଗ୍ସ ଲିଙ୍କ୍ ମାମଲା: ଏନସିବି ଜେରାରେ ଦୀପିକାଙ୍କ ସହ ରହିବେ ରଣବୀର!

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖୋଳତାଡ଼ କରୁ କରୁ ବଲିଉଡରେ ମିଳିଛି ଡ୍ରଗ୍ସ କାରବାରର ଗୁମର। ଯାହାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବଲିଉଡର ବହୁ କଳାକାର ଡ୍ରଗ୍ସ...