ଯେଉଁ ବ୍ୟାଙ୍କରୁ ଋଣ କରିଥିଲେ ସେହି ବ୍ୟାଙ୍କକୁ ଲୁଟିଲେ – ଧରିଲା କମିସନରେଟ୍ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କମିସନରେଟ୍ ପୋଲିସ୍ ହାତରେ ଧରାପଡ଼ିଲା ଦୁଇ ଦୁଇଟି ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ। ଗତ ମାସରେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ୍ ଲୁଟିଥିବା ଚାଲାକ୍ ଅପରାଧୀକୁ କମିସନରେଟ୍ ପୋଲିସର...

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦିନ ଦ୍ଵିପ୍ରହରରେ ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ସାମନ୍ତରାପୁରରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମନ୍ତରାପୁରର ଜଣେ ମିଠା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହତ୍ୟାକାରୀ...

ହାଥରସ୍ ପୀଡ଼ିତାଙ୍କ ମାମଲା ଲଢ଼ିବେ ନିର୍ଭୟାଙ୍କ ଓକିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଝିଅ। ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମାମଲା ଲଢିବେ ସୀମା କୁଶବାହ। ଖୁବଶୀଘ୍ର ଏହି ଗଣଦୁଷ୍କର୍ମ ମାମଲାକୁ ସେ ସୁପ୍ରିମକୋର୍ଟକୁ...

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିଲା ଏମସ, ସିବିଆଇକୁ ଦେଲା ଫରେନ୍ସିକ୍ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଏବେ ବି ଅନେକ ପ୍ରକାର ଆଲୋଚନା ଜାରି ରହିଛି। ଏସବୁ ମଧ୍ୟରେ ଏମସ୍ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ହୋଇଥିବା ଫରେନ୍ସିକ୍ ରିପୋର୍ଟ...

ହାଥରସ୍‌ ଗଣଦୁଷ୍କର୍ମ ମାମଲା: ଏସ୍‌ପି, ଡିଏସ୍‌ପିଙ୍କୁ ନିଲମ୍ବନ କଲେ ଯୋଗୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ଝଡ଼ ଉଠିବା ପରେ ଉତ୍ତରପ୍ରଦେଶ ସରକାର ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ ହାଥରସ୍ ଜିଲା ଏସ୍‌ପି ଓ ଡିଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ...

କରଣଙ୍କ ପଛରେ ଏନସିବି, ବଲିଉଡ୍ ପାର୍ଟି ଭିଡିଓର ପୁଣି ହେବ ଯାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହରଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ୨୦୧୯ ମସିହାରେ ତାଙ୍କ ଘରେ ହୋଇଥିବା ବଲିଉଡ୍ ପାର୍ଟିର ଭିଡିଓକୁ ଏନସିବି ପୁଣିଥରେ ଯାଞ୍ଚ...

ଓଡ଼ିଶାର ଅପରାଧ ରେକର୍ଡ଼କୁ ନେଇ ବିଧାନସଭାରେ ତାତି

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ ୨୦୧୯ ବର୍ଷ ପାଇଁ ଅପରାଧର ଯେଉଁ ରିପୋର୍ଟ ଦେଇଛି, ସେଥିରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ। ଉତ୍ତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଝଡ଼ ସୃଷ୍ଟି...

ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ୍, ପ୍ରିୟଙ୍କା – ଜିଲ୍ଲାରେ ଧାରା ୧୪୪ ଲାଗୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମକୁ ନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କେତେକ ସାମାଜିକ ଅନୁଷ୍ଠାନ ଏନେଇ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ସେମାନେ...

ହାଥରସ୍ ଗଣଦୁଷ୍କର୍ମ: ଆସିଲା ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଗଳା ଚିପିଥିଲେ ଦୁଷ୍କର୍ମକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଏହି ଶବ ବ୍ୟବଚ୍ଛେଦ ରିପୋର୍ଟରେ...

ବଲିଉଡରେ ଡ୍ରଗ୍ସ ଲିଙ୍କ୍: ଅଭିନେତ୍ରୀଙ୍କ ପରେ ଏବେ ପଡ଼ିପାରେ ଅଭିନେତାଙ୍କ ପାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତ୍ରୀଙ୍କ ପରେ ଏବେ ପଡ଼ିବ ଅଭିନେତାଙ୍କ ପାଳି। ବଲିଉଡ୍ ଡ୍ରଗ୍ସ କାରବାର ଘଟଣା ନେଇ ଏନସିବି ଅଭିନେତ୍ରୀମାନଙ୍କୁ ଜେରା କରିବା ପରେ ଏବେ ଖୁବଶୀଘ୍ର କିଛି ଅଭିନେତାଙ୍କୁ ଡକାଇ ପଚରାଉଚୁରା କରିବ...