ଫସାଇଦେଲା ଚୋରି ଫୋନ୍, ନେଟଓ୍ଵାର୍କ ଟ୍ରାକ କରି କାବୁ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାତି ଅଧରେ ସୁଯୋଗ ଦେଖି ଗ୍ରୀଲ୍ ତାଡି ଘରେ ପଶିଥିଲେ। ଚାପଡରେ ସ୍ଵାମୀ, ସ୍ତ୍ରୀଙ୍କୁ ହାଣି ଲହୁଲୁହାଣ କରି ଲୁଟି ନେଇଥିଲେ ଟଙ୍କା, ସୁନା ଆଉ ମୋବାଇଲ...

ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ମାମଲା – ୧୦ ହଜାର ଟଙ୍କା ସୁପାରିରେ ହୋଇଥିଲା ମର୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ମାମଲାରେ ଆଜି ଦୁଇ ଜଣ ସୁପାରି କିଲର ଗିରଫ ହୋଇଥିବା ବେଳେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

ପିଏନ୍‌ବି ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ କମିସନରେଟ ପୋଲିସ ପକ୍ଷରୁ ରବିବାର ଦିନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତିରେ ପଟିଆଠାରେ ଥିବା ଏହି ବ୍ୟାଙ୍କର ଏଟିଏମ୍‌ରୁ...

ହାଥରସ୍ କାଣ୍ଡ: ପୀଡ଼ିତାଙ୍କ ଆଡକୁ ମାମଲା ମୋଡ଼ିଦେବାର ପ୍ରଚେଷ୍ଟା

କମଳାକାନ୍ତ ପତି ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାକୁ ନେଇ ନିନ୍ଦିତ ଯୋଗୀ ଆଦିତ୍ୟନାଥ ସରକାର। ଏହି ମାମଲାରେ ବିଜେପି ଉପରେ କ୍ଷୁବ୍‌ଧ ଦଳିତ ସମାଜ। ବିହାର ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବାର...

ହାଥରସ୍ ଘଟଣା : ସୋମବାର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହେବେ ପୀଡ଼ିତାଙ୍କ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସୋମବାର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହେବେ ପୀଡ଼ିତାଙ୍କ ପରିବାର। ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯିବ...

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ସିସିଟିଭ୍ ଫୁଟେଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ପିଟିଲା ବୋହୂ। ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ଚାପୁଡ଼ା ପରେ ମାରିଚାଲିଲା ଚାପୁଡ଼ା। ହାଇଦ୍ରାବାଦର ହୁମାୟୁନ ନଗରରୁ ଏଭଳି କିଛି ଖବର ଏବେ ଚାରିଆଡ଼େ...

ଦୁଇ ପୂର୍ବ ବ୍ୟାଙ୍କ ଅଫିସରଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ପକ୍ଷରୁ ଗୁରୁବାର ଦୁଇ ଜଣ ପ୍ରାକ୍ତନ ବ୍ୟାଙ୍କ ଅଫିସରଙ୍କ ସମେତ ୫ ଜଣଙ୍କୁ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ବ୍ୟାଙ୍କ ଅଫ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଯୌତୁକ ଜୁଇରେ ପୁଣି ଜଳିଲେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ରୀତା ବେହେରା...

କେଉଁ ସର୍ତ୍ତରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପାଖାପାଖି ଏକ ମାସ ଜେଲରେ ରହିବା ପରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ଜାମିନ। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି। ତେବେ...

କୋଭିଡ୍ କିଟ୍ ବିକ୍ରି କରି ଲ୍ୟାବ୍ ଟେକ୍ନିସିଆନ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲୋକମାନଙ୍କ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ମେଡିକାଲକୁ କୋଭିଡ୍ କିଟ୍ ଦେଉଛନ୍ତି। କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରତନପୁର ପ୍ରାଥମିକ...