ଓଡ଼ଗାଁ: କୁଖ୍ୟାତ ମହିଳା ଅପରାଧୀକୁ ହତ୍ୟା ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ପୋଲିସର ନିଦ ହଜାଇଥିବା ମହିଳା ଅପରାଧୀ ରାଧାରାଣୀ ଜେନା (୩୧) ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ...

ନୟାଗଡ଼ରେ ନକଲି ନୋଟ୍ ଛପା ଘଟଣା – ୨ଜଣଙ୍କୁ କୋର୍ଟ ଚାଲାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଶାଦାର ରାକେଟ୍‌ ହାତ ଥିବା ସନ୍ଦେହ ଗିରଫ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପରୀକ୍ଷା ନେଇ ଓକିଲଙ୍କ ଆବେଦନ ଅଧିକ ଅନୁସନ୍ଧାନ ପାଇଁ ଏସ୍‌ପିଙ୍କୁ ଭେଟିବ ଓକିଲ ପ୍ରତିନିଧି ଦଳ ନୟାଗଡ଼ ସହରରେ...

ଜୟପୁର: ଓଡ଼ିଶା ସୀମାନ୍ତରୁ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ...

କେନ୍ଦ୍ରାପଡ଼ା: ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ...

ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସରକାରୀ ପ୍ଲଟରେ ଘର ତିଆରି ପାଇଁ ବଟି ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶନିବାର କମିସନରେଟ...

ଖୋର୍ଦ୍ଧାରୁ ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ। ଶୁକ୍ରବାର ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରୁ ଚୋରା ବନ୍ଧୁକ ବେପାରର ଏହି ଦୁଇ ମାଷ୍ଟରମାଇଣ୍ଡଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ଗିରଫ...

ମହିଳାଙ୍କ ସଙ୍ଗୀନ ଅଭିଯୋଗ – ମୋ ସ୍ଵାମୀଙ୍କୁ ପିଟିପିଟି ମାରିଦେଲେ ବନ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ବାଣପୁର ଥାନାରେ ଅଭିଯୋଗ ଘଟଣାର ତଦନ୍ତ କରୁଛି ପୋଲିସ ୩ ଦିନ ପରେ ମୃତଦେହର ବ୍ୟବଚ୍ଛେଦ ନୟାଗଡ଼ ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୫)ଙ୍କୁ ବାଣପୁର...

କଟକ ନାବାଳିକା ଦୁର୍ଷ୍କମ ମାମଲା – ତଦନ୍ତ ପାଇଁ ଗଠନ ହେଲା ସ୍ପେଶାଲ୍‌ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ନାବାଳିକା ଦୁର୍ଷ୍କମ ମାମଲାରେ ବୁଧବାର ଚାଉଳିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚାଉଳିଆଗଞ୍ଜର ସନ୍ତୋଷ ବେହେରା। ଏଥିସହିତ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର...

ଫସାଇଦେଲା ଚୋରି ଫୋନ୍, ନେଟଓ୍ଵାର୍କ ଟ୍ରାକ କରି କାବୁ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାତି ଅଧରେ ସୁଯୋଗ ଦେଖି ଗ୍ରୀଲ୍ ତାଡି ଘରେ ପଶିଥିଲେ। ଚାପଡରେ ସ୍ଵାମୀ, ସ୍ତ୍ରୀଙ୍କୁ ହାଣି ଲହୁଲୁହାଣ କରି ଲୁଟି ନେଇଥିଲେ ଟଙ୍କା, ସୁନା ଆଉ ମୋବାଇଲ...

ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ମାମଲା – ୧୦ ହଜାର ଟଙ୍କା ସୁପାରିରେ ହୋଇଥିଲା ମର୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ମାମଲାରେ ଆଜି ଦୁଇ ଜଣ ସୁପାରି କିଲର ଗିରଫ ହୋଇଥିବା ବେଳେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...