ଜିଏସଟି ଠକେଇର ପର୍ଦ୍ଦାଫାସ୍ – ମଧୁମିତା ଷ୍ଟିଲ୍ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ନିର୍ଦ୍ଦେଶକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୧୨ କୋଟି ଜାଲ୍ ବିଲ୍ ରାକେଟ୍‌ର ପର୍ଦ୍ଦାଫାସ୍‌ ଜିଏସ୍‌ଟି ସ୍କ୍ୱାଡ୍ ଚଢ଼ଉରେ ଧରାପଡ଼ିଲା ଗଫଲତି ମଧୁମିତା ଷ୍ଟିଲ୍ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ନିର୍ଦ୍ଦେଶକ ଗିରଫ କଟକ: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ପୁଣି...

ନୟାଗଡ଼: ପ୍ଲଟ୍ କାରବାରରୁ ଅପହରଣ, ୪ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ ପ୍ଲଟ୍ ବ୍ୟବସାୟରୁ ଅପହରଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚରେ। ଗତ ଅଗଷ୍ଟ ୧୪ ତାରିଖରେ ଦଶପଲ୍ଲା ଜଗନ୍ନାଥପୁରପାଟଣା ଗାଁର ସୁଦର୍ଶନ ସାହୁଙ୍କୁ ୧୦ରୁ ଅଧିକ ଅଭିଯୁକ୍ତ...

କେନ୍ଦ୍ରାପଡ଼ା: ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲାଞ୍ଚ ନେବା ବେଳେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା। ସରକାରୀ ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ...

ବହୁଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାର ଟିକିରି...

କେନ୍ଦ୍ରାପଡ଼ା: ବାଇକ୍ ଲୁଟି ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ, ୨୫ ବାଇକ୍ ଜବତ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଏକ ବଡ଼ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି କେନ୍ଦ୍ରାପଡ଼ା ପୋଲିସ। ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ଲୁଟେରାଙ୍କଠାରୁ ୨୫ଟି ଚୋରି...
aditya-dash-1

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କୁ ଦ୍ଵିତୀୟ ଥର ପାଇଁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଓଡିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବରୁ କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପରିବାର ଲୋକ ଏବଂ...

କୋରାପୁଟ: ଟିପର ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଓଡିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ଟିପରରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଟିପର ଡ୍ରାଇଭର...

ଜୟପୁରରୁ ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ ଜୟପୁରରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ବୈପାରୀଗୁଡ଼ା ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ...

କଟକ-ଚାନ୍ଦବାଲି ରାସ୍ତା ନିକଟ ଲୁଟ୍ ଘଟଣାରେ ୬ ଗିରଫ, ଡ୍ରାଇଭର ସାଜିଥିଲେ ବିଶ୍ଵାସଘାତକ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କଟକ-ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଗତ ୬ ତାରିଖରେ ହୋଇଥିବା ଲୁଟ୍‌ ଘଟଣାରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଲକ୍ଷ ୩୨ ହଜାର...

ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍‌ଓ, ବାସଭବନ ସମେତ ୭ଟି ସ୍ଥାନରେ ରେଡ୍

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫ୍‌ଓଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ...