ଖୋର୍ଦ୍ଧାରେ ଯୁବକଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପହିଲି ରଜରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ଼ ଶବର...

ଖୋର୍ଦ୍ଧାରୁ ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରୁ ଜବତ ହେଲା ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର। ଏଥିରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ୧,୩୫୦ ଟଙ୍କା ଓ ଦୁଇଟି ବାଇକ ଜବତ...

ନୟାଗଡ଼ରୁ ୨ ବାଘଛାଲ ଜବତ, ମାଷ୍ଟରମାଇଣ୍ଡ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଘଛାଲ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ। ବାଘଛାଲ ରଖିଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହ ୨ଟି ବାଘଛାଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା...

ଦଫା କୋହଳ ପାଇଁ ଧଳାପଥର ଫାଣ୍ଡି ଅଧିକାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ଜାଗାବାଡ଼ି ବିବାଦରେ ଦଫା କୋହଳ କରିବା ପାଇଁ ନେଉଥିଲେ...

ଖୋର୍ଦ୍ଧାରେ ଦେଶୀ ମଦ କାରବାର – ୭ ଜଣ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଲକ୍‌ଡାଉନ୍‌ରେ ଚାଲିଛି ଦେଶୀ ମଦ ଚୋରା ଚାଲାଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇ ଗ୍ରାମରେ। ଏହି ଘଟଣାରେ...

କଟକରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଜବତ ହେଲା ବ୍ରାଉନ ସୁଗାର। କଟକ ପୀର ବଜାରରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ, ଯାହାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଏଥିରେ...

ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଘଟଣା – ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ସବ୍‌-ଜେଲରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ। ଚଢ଼ାଉ ବେଳେ ଗୋଟେ ପ୍ଲାଟୁନ ପୋଲିସ ମୁତୟନ ରହିଥିଲା। ଜେଲ ଭିତରେ ନିଶା କାରବାର ଭିଡିଓ ଭାଇରଲ ପରେ...

ଭୁଜାଲିରେ ହାଣି ଲୁଟିନେଲେ ୮ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ଦିପହରେ ଭୁଜାଲିରେ ହାଣି ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା। ଏହାପରେ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଏନ୍‌ଏଚ...

ଲାଞ୍ଚ ନେଇ ଫସିଲେ ବାଲିଅନ୍ତା ତହସିଲଦାର, ହେଲେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେଇ ଫସିଲେ ତହସିଲଦାର। ଲାଞ୍ଚନେବା ଅଭିଯୋଗରେ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଛନ୍ତି। ଏହାସହ ତହସିଲଦାରଙ୍କ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର ସାହୁ ମଧ୍ୟ ଗିରଫ...

ବ୍ରହ୍ମପୁର ରେଳ ଧାରଣାରୁ ମିଳିଲା ଡିଏସ୍‌ପି ପତ୍ନୀଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ଓଭରବ୍ରିଜ ରେଳ ଧାରଣରୁ ଉଦ୍ଧାର ହେଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ମୃତ ମହିଳା ଜଣକ ହେଉଛନ୍ତି ଗଜପତିର ଜଣେ ଡିଏସ୍‌ପିଙ୍କ ପତ୍ନୀ। ଘଟଣା ପରେ ପୋଲିସ...