ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଗୁଣ୍ଡିଚା ଯାତ୍ରା – ରଘୁନାଥଜୀୟୁଙ୍କ ମଠ ନିକଟରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ "ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଦନଂ, ରଥେତୁ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନଲଭ୍ୟତତେ।" ରଥରେ ମହାପ୍ରଭୁଙ୍କ ଦର୍ଶନ ଲାଭ କଲେ ୭ ଜନ୍ମର ପାପ କ୍ଷୟ ହେବା ସହିତ ମନୁଷ୍ୟ ପୁନର୍ଜନ୍ମରୁ ମୁକ୍ତି ପାଇବାର...
Rath Yatra 2019

ଫଟୋରେ ଫଟୋରେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଗୁଣ୍ଡିଚା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାଇଛନ୍ତି ମହାବାହୁ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ କାଳିଆ ସାଆନ୍ତ ରଥରେ ଗୁଣ୍ଡିଚା ମନ୍ଦିରକୁ ନଅ ଦିନ ପାଇଁ ଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବା...

ଶରଧାବାଲିରେ ଲାଗିଲା ତିନି ରଥ – ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ। ରେକର୍ଡ କରିଛି ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା। ସୁରୁଖୁରୁରେ ନୀତିକାନ୍ତି ଶେଷ ହେବାରୁ ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲାଗିଛି ତିନି...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଛି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର...

ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=JEHO6ZTIOak] ପ୍ରତୀକ୍ଷାର ଅନ୍ତ ଘଟିଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଛି। ବର୍ଷା ପାଣିକୁ ଖାତିର ନକରି ଭକ୍ତମାନେ ନନ୍ଦିଘୋଷ ରଥକୁ ଟାଣିନେଉଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପରେ ରଥ ଗଡ଼ିବା ପରେ ଏବେ...

ତିନି ରଥରେ ଛଅ ଠାକୁର

ଶୁଭ୍ରାଂଶୁ ପଣ୍ଡା [youtube https://www.youtube.com/watch?v=JEHO6ZTIOak] ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି ତେବେ ଏହି ତିନି ରଥରେ ଛଅ ଠାକୁର କିଏ ଜାଣନ୍ତୁ। ଆରମ୍ଭ ହୋଇଯାଇଛି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଭିତରେ ତିନି ରଥର ଯାତ୍ରା ତିନୋଟି ନଉକାର ଭ୍ରମ ସୃଷ୍ଟି କରୁଛି। ରଥାରୁଢ଼ ହୋଇ  ଜଗତର ନାଥ...

ଉତ୍କଣ୍ଠା ଶେଷ: ଗଡ଼ିଲା ତାଳଧ୍ୱଜ, ତା’ପଛକୁ ଦେବଦଳନ ଓ ନନ୍ଦିଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=p7I59uWU4FY] ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ଉତ୍କଣ୍ଠା ଶେଷ ହୋଇଛି। ଆରମ୍ଭ ହୋଇଛି ରଥଟଣା। ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ଵଜକୁ ଭକ୍ତମାନେ ଟାଣି ନେଉଛନ୍ତି ମାଉସୀ ମା’ ମନ୍ଦିରକୁ। ତା’ପଛକୁ ଦେବଦଳନ ଓ...

ସରିଲା ଛେରାପହଁରା, ଏବେ ରଥଟଣା ପାଇଁ ଭକ୍ତଙ୍କ ଭିତରେ ବଢ଼ିଲା ଉତ୍କଣ୍ଠା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=p7I59uWU4FY] ସରିଲା ତିନି ରଥର ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜ ବଳଭଦ୍ର ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ତା’ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ...

ଛେରାପହଁରା ନୀତି ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=p7I59uWU4FY] ତାମଦାନିରେ ଆସି ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ତିନି ରଥରେ ଛେରାପହଁରା କରିବେ ଗଜପତି। ଗଜପତିଙ୍କ ବାର୍ଷିକ ସବୁଠାରୁ ବଡ଼ କାର୍ଯ୍ୟକ୍ରମ...

ମହାବାହୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର

ଓଡ଼ିଶାଲାଇଭ ବ୍ୟୁରୋ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟ,...