ବଲିଉଡ ଅଭିନେତ୍ରୀ ଡିମ୍ପଲ କାପାଡିଆ ଷାଠିଏ ବର୍ଷ ବୟସରେ ସନ୍ନିଦେଓଲଙ୍କ ସହ ସମୟ ବିତାଉଥିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ୍ କାପାଡିଆ ନିଜର ବ୍ୟକ୍ତିଗତ ପ୍ରସଙ୍ଗ ନେଇ ଅନେକ ସମୟରେ ଚର୍ଚ୍ଚାକୁ ଆସନ୍ତି। ଆସନ୍ତୁ ଜାଣିବା ତାଙ୍କର ରିଲ୍‌ ଓ ରିଅର୍ ଲାଇଫ୍‌ର କିଛି ଘଟଣା,...

ଓଡ଼ିଆ ସିନେମା ‘କିଏ କାହାର’କୁ ୫୦ବର୍ଷ ପୂରିଲା

ଓଡ଼ିଶାଲାଇଭ୍ ବ୍ୟୁରୋ     ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ 'କିଏ କାହାର' ଏକ ମାଇଲଖୁଣ୍ଟ। ୧୯୬୮ ମସିହାରେ ମାତ୍ର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଗୋଟିଏ ହେଉଛି 'କିଏ କାହାର' ଓ ଅନ୍ୟଟି 'ସ୍ତ୍ରୀ'। ଜୁନ୍...

ଜଣେ ରାଜକୁମାରଙ୍କଠାରୁ ଆରମ୍ଭ କରି ଫିଟନେସ ଏକ୍ସପର୍ଟଙ୍କ ଯାଏଁ ଲମ୍ବିଛି ଜ୍ୟାକଲିନଙ୍କ ବୟଫ୍ରେଣ୍ଡ ତାଲିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ହଟ୍ ହିରୋଇନ୍ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବୟଫ୍ରେଣ୍ଡଙ୍କ ତାଲିକା ବେଶ୍ ଲମ୍ବା। କେତେବେଳେ ଜଣେ ରାଜକୁମାର ତ କେତେବେଳେ ଜଣେ ନିର୍ଦ୍ଦେଶକଙ୍କ ସହିତ ତାଙ୍କ ପ୍ରେମସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ଶ୍ରୀଲଙ୍କାର ସୁନ୍ଦରୀ...

ପ୍ରିୟଙ୍କା ଚୋପ୍ରା ହେବେ ଲେଖିକା, ଖୋଲିବେ ନିଜ ଜୀବନର ଅନେକ ଅକୁହା କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ଅନଫିନିସଡ୍’ ମେମୋୟାର୍‌ ମାଧ୍ୟମରେ ନିଜ ଜୀବନର ଅନେକ ଅକୁହା କଥା ସେୟାର କରିବାକୁ ଯାଉଛନ୍ତି ଦେଶୀଗାର୍ଲ୍‌ ପ୍ରିୟଙ୍କା ଚୋପ୍ରା। ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଏବେ ଗୋଟାପଣେ ହଲିଉଡ୍ ନାୟିକା ବନିଗଲେଣି। ‘ମେରିକୋମ୍’ ଓ...

ଟେଲିକୁଇନ୍ ଏକତା କପୁର ଏହି ଟେଲିଭିଜନ ଆକ୍ଟରମାନଙ୍କୁ ବନାଇଛନ୍ତି ବଲିଉଡର ପୋପୁଲାର ଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟେଲିଦୁନିଆର କୁଇନ୍ ଏକତା କପୁର କେତେକ ସାଧାରଣ କଳାକାରଙ୍କୁ ବଲିଉଡର ଷ୍ଟାର୍ ବନାଇଛନ୍ତି। ଆସନ୍ତୁ ନଜର ପକାଇବା ସେହି ଷ୍ଟାରମାନଙ୍କ ଉପରେ… ଟେଲିଜଗତର ଖ୍ୟାତନାମା ପ୍ରଯୋଜିକା ହେଲେ ଏକତା କପୁର। ଏକତା...

ସୋନାଙ୍କଠାରୁ ମମତାଙ୍କ ଯାଏଁ ବଲିଉଡ ନାୟିକାଙ୍କର ଡନମାନଙ୍କ ସହ ଥିଲା ଆଫେଆର୍

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏକ ସମୟ ଥିଲା, ଯେତେବେଳେ ଅଣ୍ଡରୱାର୍ଲଡ ଓ ବଲିଉଡ ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ। ସେହି ସମୟରେ କେତେକ ହିରୋଇନଙ୍କର ଅଣ୍ଡରୱାର୍ଲଡ ଡନଙ୍କ ସହ ଆଫେଆରକୁ ନେଇ ବି ଚର୍ଚ୍ଚା...

୪୪ବର୍ଷରେ ବି ମଲାଇକା ସୁପରଫିଟ୍: ଜାଣନ୍ତୁ ଏହାପଛର ରାଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ମୁନ୍ନି ମଲାଇକା ଆରୋରା ଖାନ୍ ଯଦିଓ ବର୍ତ୍ତମାନ ଫିଲ୍ମଠାରୁ ଦୂରେଇ ଅଛନ୍ତି ତଥାପି ଫିଟନେସ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ୪୪ବର୍ଷ ବୟସରେ ମଲାଇକା ଆରୋରା ଖାନ୍ ଆଜି ବି...

ରିଆଲିଟି ସୋ’ରେ ଜଜ୍ ହେବାକୁ କେତେ କୋଟି ଟଙ୍କା ନିଅନ୍ତି ବଲିଉଡ୍ ଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଷ୍ଟାରମାନଙ୍କୁ ଆଜିକାଲି ଅଧିକାଂଶ ରିଆଲିଟି ସୋ’ରେ ଜଜ୍ ଭାବେ ଦେଖିବାକୁ ମିଳୁଛି। ସେମାନଙ୍କର ପାରିଶ୍ରମିକ କଥା ଜାଣିଲେ ଆପଣ ବି ଚମକି ପଡ଼ିବେ। ଆସନ୍ତୁ ଜାଣିବା କାହାର ଫିସ୍...

ଅନୁକ୍ରିତି ଭାସ ଜିତିଲେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁ ଝିଅ ଅନୁକ୍ରିତି ଭାସ ଜିତିଛନ୍ତି ଚଳିତବର୍ଷର ଫେମିନା ମିସ୍ ଇଣ୍ଡିଆ ଟାଇଟଲ। ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ଅନୁକ୍ରିତି ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା...

ଏବେ ପୁଣି ଚର୍ଚ୍ଚାରେ ଓଲିଉଡର ପପୁଲାର ସିଙ୍ଗର ସୋହିନୀ ମିଶ୍ର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସୁଗାୟିକା ସୋହିନୀ ମିଶ୍ର ଏବେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଫିଲ୍ମର ଗୀତ ‘ତୋ ନୂଆ ସାୟରି…’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଆସନ୍ତୁ ଜାଣିବା ସୋହିନୀଙ୍କ ସମ୍ପର୍କରେ… ଓଡ଼ିଆ ସିନେମା ସୁନ୍ଦରଗଡ଼ର ସଲମାନ୍...