ଆମେରିକୀୟ ଗାୟକ ନିକ୍ ଜୋନାସଙ୍କ ପୂର୍ବରୁ ଆଉଜଣେ ବଲିଉଡ ନାୟକଙ୍କୁ ଡେଟ୍ କରୁଥିଲେ ପ୍ରିୟଙ୍କା ଚୋପ୍ରା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ଡେଟିଂ କରୁଥିବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ଜଣେ ଆମେରିକୀୟ ଗାୟକ ନିକ୍ ଜୋନାସ୍‌ଙ୍କୁ...

ସୋ’ ମ୍ୟାନ୍ ବସନ୍ତ ନାୟକ କେବଳ ଗୋଟିଏ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ, ଜାଣନ୍ତୁ ଏହାର କାରଣ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ସୋ’ ମ୍ୟାନ୍ ବସନ୍ତ ନାୟକ ପ୍ରଯୋଜକ ହିସାବରେ ଅନେକଗୁଡ଼ିଏ ସିନେମାର ପ୍ରଯୋଜନା କରିଥିଲେ। ହେଲେ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶକର ମାନ୍ୟତା ପାଇଥିଲେ। ଜାଣନ୍ତୁ ଏହାର ପରଦା ପଛର...

ଆଇସିୟୁରୁ ବାହାରିଲେ ଅଭିନେତା ପପୁ ପମପମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ଅଭିନେତା ପପୁ ପମପମ ଧିରେଧିରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ପପୁ ଦୀର୍ଘ ଦିନପରେ ମଙ୍ଗଳବାରଦିନ ଆଇସିୟୁରୁ ବାହାରିଛନ୍ତି। ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ୧୫...

କେଉଁ ପାଞ୍ଚଜଣ ସେଲିବ୍ରିଟିଙ୍କ ସହ ଭଲ ପଡ଼େ ନାହିଁ ସଲମାନ୍ ଖାନଙ୍କର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ସୁଲତାନ୍ ସଲମାନ୍ ଖାନ୍‌ଙ୍କ ସହିତ କେତେକ ସେଲିବ୍ରିଟିଙ୍କର ଜମା ଭଲ ପଡ଼େ ନାହିଁ। ଆସନ୍ତୁ ଜାଣିବା କାହିଁକି ଏମାନଙ୍କ ସହିତ ସଲମାନଙ୍କର ଭଲ ସମ୍ପର୍କ ନାହିଁ… ବଲିଉଡର ଦବଙ୍ଗ ଷ୍ଟାର...

ନିର୍ଦ୍ଦେଶକ ହେବା ପାଇଁ ନୁହେଁ, ଗାୟକ ହେବାକୁ ଆସିଥିଲେ ରାଜ୍ ଖୋସଲା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ବହୁ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିବା ରାଜ ଖୋସଲା ପ୍ରଥମେ ଗାୟକ ହେବା ପାଇଁ ବମ୍ବେ ଆସିଥିଲେ। କିନ୍ତୁ ସମୟକ୍ରମେ ସେ ଗାୟକ ପରିବର୍ତ୍ତେ ହୋଇଯାଇଥିଲେ ବଲିଉଡର ଜଣେ...

ଓଲିଉଡର ଦୁଇ ଲୋକପ୍ରିୟ ଖଳନାୟକ ଥିଲେ ଯାତ୍ରା ଦର୍ଶକଙ୍କ ଅତିପ୍ରିୟ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଦୁଇ ଚର୍ଚ୍ଚିତ ଖଳନାୟକ ଥିଲେ ହର ପଟ୍ଟନାୟକ ଓ ମୀନକେତନ। ରୂପେଲି ପରଦା ଭଳି ଯଲିଉଡରେ ବି ଉଭୟ ବେଶ୍ ଲୋକପ୍ରିୟ ଥିଲେ। ଓଲିଉଡର ବହୁ କଳାକାର ଯଲିଉଡକୁ ଯାଇଛନ୍ତି।...

ଓଲିଉଡ ନାୟିକା ଏଲିନା ସମସ୍ତଙ୍କର ପ୍ରିୟ କାହିଁକି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଲିନା ସାମନ୍ତରାୟ ହେଉଛନ୍ତି ଓଲିଉଡର ଜଣେ ଆଗଧାଡ଼ିର ନାୟିକା। ଅଭିନେତାଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏଲିନା ସମସ୍ତଙ୍କର ପ୍ରିୟ, ଆସନ୍ତୁ ଜାଣିବା କାହିଁକି? ଏଲିନା ସାମନ୍ତରାୟଙ୍କର ଓଲିଉଡରେ ମାତ୍ର ଚାରି ବର୍ଷ...

‘ସ୍ମାଇଲ୍ ବ୍ୟାଣ୍ଡ୍’ ଫେମ୍ ଶାନ୍ତନୁ କେବଳ ଗାୟକ କି ସଙ୍ଗୀତକାର ନୁହଁନ୍ତି, ଏବେ ପ୍ରଯୋଜକ ବି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏବେକାର ଜଣେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ହେଲେ ଶାନ୍ତନୁ କୁମାର ସିଅ। ତାଙ୍କର ‘ସ୍ମାଇଲ୍ ବ୍ୟାଣ୍ଡ୍’ ନାମରେ ଏକ ବ୍ୟାଣ୍ଡ୍ ବି ଅଛି। ଆସନ୍ତୁ ଅଧିକ ଜାଣିବା ଶାନ୍ତନୁଙ୍କ...

ରଜରେ ଦର୍ଶକମାନେ ମିସ୍‌ କରୁଛନ୍ତି ଏହିସବୁ ହିଟ୍‌ ଯୋଡ଼ି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଥର ରଜବଜାରରେ ଓଡ଼ିଆ ସିନେପ୍ରେମୀମାନେ କେତେଜଣ ଲୋକପ୍ରିୟ ଯୋଡ଼ିକୁ ପରଦାରେ ଦେଖିବାକୁ ପାଉନାହାନ୍ତି। ଆସନ୍ତୁ ଜାଣିବା ସେହି ଯୋଡ଼ିମାନେ କିଏ? ଅନୁଭବ-ବର୍ଷା ଓଲିଉଡର ଏକ ଲୋକପ୍ରିୟ ଯୋଡ଼ି ହେଲେ ଅନୁଭବ ଓ ବର୍ଷା...

ଅକ୍ଟୋବର ରିଲିଜ: ବାଜି ରାଉତଙ୍କ ଉପରେ ଫିଲ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜି ରାଉତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ଓ ଏହା ଆସନ୍ତା ଅକ୍ଟୋବର ମାସରେ ରିଲିଜ ହେବ। ଭାରତର ସ୍ୱାଧୀନତା ସଂଗ୍ରାମରେ ବାଜି ରାଉତ ଏକ ଅମ୍ଳାନ ଇତିହାସ ଓ...