ରାମାୟଣ, ମହାଭାରତ ପରେ ଦୂରଦର୍ଶନକୁ ଫେରିବ ଶ୍ରୀକୃଷ୍ଣ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବଶୀଘ୍ର ଦୂରଦର୍ଶନରେ 'ଶ୍ରୀକୃଷ୍ଣ 'ଦେଖିବାକୁ ପାଇବେ ଦର୍ଶକ। ଟୁଇଟ କରି ପ୍ରସାର ଭାରତୀ ଦେଲା ସୂଚନା। ଲକଡାଉନ୍‌ ଯୋଗୁଁ ପୁରୁଣା ଲୋକପ୍ରିୟ ଧାରାବାହିକ ସବୁ ଏବେ ଦୂରଦର୍ଶନରେ ପ୍ରସାରିତ ହେଉଛି। ଏହି...

ଜାଣନ୍ତୁ ବଲିଉଡ ନାୟିକା ସାଧନାଙ୍କ ବିଷୟରେ କିଛି ରୋଚକ କଥା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଷାଠିଏ ଓ ସତୁରି ଦଶକର ଲୋକପ୍ରିୟ ନାୟିକା ସାଧନାଙ୍କ ବିଷୟରେ କିଛି ରୋଚକ କଥା ଜାଣନ୍ତୁ... ଷାଠିଏ ଓ ସତୁରି ଦଶକର ଅନ୍ୟତମ ଲୋକପ୍ରିୟ ନାୟିକା ଥିଲେ ସାଧନା। ସାଧନାଙ୍କ ଅଭିନୟ...
sonu sood-5

ହାପି ବାର୍ଥ ଡେ’ ସୋନୁ ସୁଦ: କରୋନା ସମୟରେ ଗରିବଙ୍କ ପାଇଁ ଦେବତା ସାଜିଛନ୍ତି ସୋନୁ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ସମୟରେ ହଜାର ହଜାର ପ୍ରବାସୀ ତଥା ଛାତ୍ରଛାତ୍ରୀ ଓ ଗରିବଙ୍କ ସେବାରେ ଲାଗିଛନ୍ତି ଅଭିନେତା ସୋନୁ ସୁଦ। ଏହି ରିଲ୍ ଲାଇଫର ଅଭିନେତା ଆଜି ସାଜିଛନ୍ତି ରିଅଲ୍ ଲାଇଫ୍...

ଅଭିନେତା ରାଜ ବବରଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରାଜ ବବର ବଲିଉଡର ଆଗଧାଡ଼ିର ନାୟକମାନଙ୍କ ଭିତରୁ ଜଣେ। ତାଙ୍କ ବିଷୟରେ କିଛି ଅଜଣା କଥା ବିଷୟରେ ଆସନ୍ତୁ ଜାଣିବା… ଲୋକପ୍ରିୟ ଅଭିନେତା ରାଜ ବବର ୧୯୭୨ରୁ ୧୯୭୫ ଯାଏଁ ନାସନାଲ୍...

କେଉଁ ଗୁଣ ବରୁଣ ଧଓ୍ୱନଙ୍କୁ କରେ ପରଫେକ୍ଟ ଅଭିନେତା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଯେତେବେଳେ ନୂଆ ହିରୋଙ୍କ ଏଣ୍ଟ୍ରି ହୋଇଥାଏ ସେତେବେଳେ ଲୋକ ହିରୋଙ୍କ ଅଭିନୟ ସହ ତାଙ୍କର କ୍ୟୁଟନେସ, ହଟନେସ,ଏବଂ ସ୍ମାର୍ଟନେସକୁ ଦେଖିଥାନ୍ତିା ଏହି ସବୁ ଗୁଣ ଯେଉଁ ହିରୋଙ୍କ ନିକଟରେ...

ନୂଆ ଅବତାରରେ ପରଦାକୁ ଫେରୁଛନ୍ତି ପପୁ ପମ୍‌ପମ୍‌

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ଏବେ ପୁଣି ଓଲିଉଡ ପରଦାକୁ ଫେରୁଛନ୍ତି। ଏଥର ସେ ଆସୁଛନ୍ତି ‘ଶଙ୍କରା’ ନାଁରେ... ପପୁ ପମ୍‌ପମ୍‌ ନାଁଟି ମନୋରଞ୍ଜନ ଜଗତର ଏକ ଚର୍ଚ୍ଚିତ ନାମ।...
Actress who did 2nd marriage

କରୀନାଙ୍କଠୁ ଆରମ୍ଭ କରି ଶ୍ରୀଦେବୀ – ଦ୍ୱିତୀୟ ପତ୍ନୀ ହେବାକୁ ପସନ୍ଦ କରିଥିଲେ ବଲିଉଡର ଏହି ଟପ୍ ହିରୋଇନ୍

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟରୋ ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦ୍ୱିତୀୟ ପତ୍ନୀ ହେବାକୁ ପସନ୍ଦ କରିଛନ୍ତି। ଏହି ତାଲିକାରେ କରୀନା, କରିସ୍ମା, ଶିଳ୍ପା ସେଟ୍ଟୀ, ରବିନା ଟଣ୍ଡନଙ୍କ ଭଳି ଅନେକ୍‌ ଟପ୍‌...

ଆଶାଙ୍କ ବଲିଉଡ ଡେବ୍ୟୁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଗତବର୍ଷ ଟେଲିଭିଜନ ଇଣ୍ଡଷ୍ଟ୍ରିର କେତେକ କଳାକାର ବଲିଉଡ ଡେବ୍ୟୁ କରିଥିଲେ। ସେହିମାନଙ୍କ ମଧ୍ୟରେ ଥିଲେ ମୌନି ରୟ, ନିକିତା ଦତ୍ତା, ଦୀପିକା ସିଂହ, ଗୁରମିତ ଚୌଧୁରୀ ଓ ଅଙ୍କିତା ଲୋଖଣ୍ଡେ।...

୪୫ ଛୁଇଁଲେ ବଲିଉଡ ଚୁଲବୁଲି ନାୟିକା କାଜଲ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ସୁବଠୁ ଚୁଲବୁଲି ଅଭିନେତ୍ରୀ ହେଲେ କାଜଲ। ଆଜିବି ତାଙ୍କ ଅଭିନୟରେ ଦର୍ଶକ ଦିଓ୍ୱାନା। ଆଜି ଏହି ଖ୍ୟାତାନାମା ବଲିଉଡ ଅଭିନେତ୍ରୀଙ୍କ ଜନ୍ମଦିନ। ୨୭ ବର୍ଷ ପୂର୍ବେ ବଲିଉଡରେ ଡେବ୍ୟ...

ରିଲିଜ ହେଲା ସୈଫ୍ ଅଲ୍ଲୀ ଖାନଙ୍କ ‘ତାଣ୍ଡବ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆମାଜନ ପ୍ରାଇମର ବହୁ ପ୍ରତୀକ୍ଷିତ ଓ୍ୱେବ ସିରିଜ ‘ତାଣ୍ଡବ’ ଶୁକ୍ରବାର ରିଲିଜ ହୋଇଛି। ଏହି ସିରିଜରେ ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ। ପଲିଟିକାଲ ଡ୍ରାମାକୁ ନେଇ...