ଚତୁର୍ଥ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ରାକ୍ଷସଙ୍କୁ ନିହତ କଲେ କୃଷ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ଗୋପପୁରକୁ ମଥୁରା ନରେଶ ପୁତନା, ବକା, ସକଟା,...

ବ୍ରିଟିଶଙ୍କ ସହ ଲଢ଼ିବାର ମୁଖ୍ୟ ଆୟୁଧ ଥିଲା ଖବରକାଗଜ: ସୁବୀର ଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ‘‘ଦେଶକୁ ସ୍ୱାଧୀନ କରିବାରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରଗୁଡ଼ିକର ବେଶ୍‍ ଭୂମିକା ରହିଥିଲା। ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଭାରତୀୟ ଭାଷାର ଖବରକାଗଜଗୁଡ଼ିକ ଲୋକଙ୍କ ମନରେ ଦେଶପ୍ରେମର...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ମହାରଣା ପରିବାର ପାଳିଲେ ବିଶ୍ୱକର୍ମା ପୂଜା

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ନୂଆଁଖାଇ ପରି ବିଶ୍ୱକର୍ମା ପୂଜାକୁ ଧୁମଧାମ୍‌‌ରେ ପାଳନ କରିଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ। ବିଶାଖାପାଟଣା ସିନ୍ଧିଆର ନ୍ୟୁକଲୋନୀ ନିକଟସ୍ଥ ତୁଳସୀମଣ୍ଡପଠାରେ ଏହି ପୂଜା ଅନୁଷ୍ଠିତ ହୋଇଛି। ବିଶାଖାପାଟଣାରେ ରହୁଥିବା...

ଲାଗିଲା କଟକଣା: ଭିସୁଟକୁ ସର୍ଟ ଡ୍ରେସ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ...

ନୂଆବର୍ଷ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ, ଖୋଲା ପଡ଼ିଆରେ ହୋଇପାରିବନି ଜିରୋ ନାଇଟ୍ ସେଲିବ୍ରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ନୂଆବର୍ଷକୁ ସ୍ଵାଗତ କରିବାକୁ ଚାହିଁ ରହିଛନ୍ତି ସମସ୍ତେ। ଏହା ପୂର୍ବରୁ ଡିସେମ୍ବର ୩୧ ଏବଂ ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ଆବେଦନ ଅନୁସାରେ...

ଓଡ଼ିଶା ଦିବସ ଅବସରରେ ଶୁଣନ୍ତୁ ମଧୁବାବୁଙ୍କ ‘ମା’ ମା’ ବୋଲି କେତେ ମୁଁ ଖୋଜିଲି’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Jq66SMtS8qk ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ। ଆଜି ଉତ୍କଳ ଦିବସ...

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଜାନୁଆରି ୧୭ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ରବିବାର...

ଓଡ଼ିଶା ବଞ୍ଚାଅ ସମାବେଶରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମଲ୍ଲକାର୍ଜୁନ ଖଡଗେ କହିଛନ୍ତି ଓଡ଼ିଶାରେ...

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ: ‘ଶ୍ରୀଜଗନ୍ନାଥ ଚେତନା’କୁ ନେଇ ସ୍ଵତନ୍ତ୍ର ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଶନିବାରଠାରୁ ଆରମ୍ଭ ହୋଇଛି ତିନିଦିଆ ‘ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪’। ଏହି ଭାଷା ମହାକୁମ୍ଭର ପ୍ରଥମ ଦିନରେ ‘ଶ୍ରୀଜଗନ୍ନାଥ ଚେତନା’କୁ ନେଇ ଏକ ସ୍ଵତନ୍ତ୍ର ଅଧିବେଶନ...

‘କଥା ଦିଅ କରବନି ପର’ – ପ୍ରତିଶ୍ରୁତି ଦେଇ ପ୍ରମିଜ୍ ଡେ’ ପାଳିବେ ପ୍ରେମୀଯୁଗଳ

  ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରେମ ଏକ ସୁନ୍ଦର ଶାଶ୍ୱତ ଅନୁଭବ। ଏଥିପାଇଁ କୌଣସି ଖାସ ଦିନର ଆବଶ୍ୟକତା ନଥାଏ ତଥାପି ଫେବ୍ରୁଆରି ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀଙ୍କ ପାଇଁ ଖାସ ହୋଇଥାଏ। ଏହି ପ୍ରେମ ସପ୍ତାହରେ ହିଁ ନିଜ ମନ...