ମଝି ଆକାଶରେ କୂଆ ପଥର ମାଡ଼: ଭୁବନେଶ୍ୱର ବିମାନବନ୍ଦରରେ ‘ଭିସ୍ତାରା’ ଏୟାରଲାଇନ୍ସ ବିମାନର ଜରୁରୀ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମଝି ଆକାଶରେ କୂଆ ପଥର ମାଡ଼ ଯୋଗୁଁ ‘ଭିସ୍ତାରା’ ଏୟାରଲାଇନ୍ସର ଏକ ବିମାନର ଭୁବନେଶ୍ୱର ବିମାନବନ୍ଦରେ ଜରୁରୀକାଳୀନ ଅବତରଣ ହୋଇଛି। ବୁଧବାର ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ସମୟରେ କାଳବୈଶାଖୀ ପ୍ରଭାବରେ ବିମାନ...

ପିରିୟଡସ୍ ସମୟରେ କ’ଣ କରିବେ, କ’ଣ ନାହିଁ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/u85dpjJULNU ପିରିୟଡସ୍ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଋତୁସ୍ରାବ...

ନୟାଗଡ଼: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଙ୍ଗନୱାଡ଼ି ସହାୟିକା ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଙ୍ଗନୱାଡ଼ି ସହାୟିକା ସୁମତି...

ବଡ଼ ଲଢ଼େଇ ଦେଖିବ ରାଉରକେଲା: ମୁହାଁମୁହିଁ ହେବେ ଦିଲ୍ଲୀପ-ସାରଦା

ସରୋଜ କୁମାର ମହାପାତ୍ର ୨୦୧୪ ନିର୍ବାଚନ ପରେ ରାଉରକେଲା ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭିତରେ ହେବାକୁଯାଉଛି ବଡ଼ ଲଢ଼େଇ। ...

ବ୍ରହ୍ମଗିରିରେ ଶଙ୍ଖ ବାଜିବ ନା ପୁଣି ଫୁଟିବ ପଦ୍ମ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରହ୍ମଗିରିରେ ସବୁଠାରୁ ଜୋରଦାର ଲଢ଼େଇ ହୁଏ। ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରୁଥିବା ଚିଲିକା ଓ ବଙ୍ଗୋପସାଗର କୂଳରେ ପରିବ୍ୟାପ୍ତ ଏ...

ବିଜେପିରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ: ଖୋର୍ଦ୍ଧାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇଛନ୍ତି ଖୋର୍ଦ୍ଧାର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ। ମଙ୍ଗଳବାର ସେ ତାଙ୍କ ଅନେକ ସମର୍ଥକଙ୍କ ସହ ବିଜେପିର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନରୁ ତାଙ୍କୁ ଟିକେଟ...

ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ରାଜନୈତିକ ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା। ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି...

ଭୃଗୁ ବନାମ ପ୍ରଦୀପ: କିଏ ହାତେଇବ ବ୍ରହ୍ମପୁର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=Udf6TsmC2_U&t=8s ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ। କିଏ ମାରିବ ବ୍ରହ୍ମପୁର ବାଜି, ବିଜେପି, ବିଜେଡି ନା କଂଗ୍ରେସ, ତା’ ଉପରେ...

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମଙ୍ଗଳବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ...

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ: ୧୫ ଜଣିଆ ଭାରତୀୟ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ, ହାର୍ଦିକ ପାଣ୍ଡ୍ୟା ଉପଅଧିନାୟକ ଟିମରେ ସାମିଲ ହେଲେ ରିଷଭ ପନ୍ତ ଓ ସଞ୍ଜୁ...