କାହିଁକି ଆଖି ଧରେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=fxSU59vs4Yg] ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଏହି ସମୟରେ ଆଖି ଧରିଥିବା...

ସାବାଡ଼ ହେବେ ସରକାରୀ ଡାକ୍ତରଖାନାରେ ବୁଲୁଥିବା ଦଲାଲ, କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ଡାକ୍ତରଖାନାରେ ଆଉ ଚାଲିବନି ଦଲାଲଙ୍କ ଦଦାଗିରି। ଏବେ ସାବାଡ଼ ହେବେ ଦଲାଲ, ମୁକ୍ତି ପାଇବେ ନିରୀହ ରୋଗୀ। ଦଲାଲଙ୍କ କବ୍ଜାରେ ରାଜ୍ୟର ସରକାରୀ ଡାକ୍ତରଖାନା। ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଭଣ୍ଡେଇ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ୫୫୦ ଟିବି ରୋଗୀଙ୍କୁ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଟିବି ମୁକ୍ତ କାର୍ଯ୍ୟକ୍ରମ 'ନିକ୍ଷୟ ମିତ୍ର'ର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ କରାଯାଇଛି। କେନ୍ଦ୍ର ସରକାରଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ କମ୍ପାନି ପକ୍ଷରୁ...

କେମିତି ଦୂର ହେବ ଏକଲାପଣ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=3MJF4-v6mnM] ଯେତେବେଳେ ଘରର ପିଲାମାନେ ପଢ଼ିବା ପାଇଁ କିମ୍ବା ଚାକିରି କରିବା ଲାଗି ବାହାରକୁ ଯାଆନ୍ତି, ସେତେବେଳେ ବାପା ମା’ମାନେ ପିଲାଙ୍କୁ ଝୁରି ଝୁରି ଏକୁଟିଆ ଅନୁଭବ କରିଥାଆନ୍ତି। ଏହାକୁ...

ହୃଦଘାତ କେମିତି ରୋକି ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=0OLRDCzcI60] ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଧମନୀ ବା ରକ୍ତନଳୀ ସାହାଯ୍ୟରେ ରକ୍ତ ପ୍ରବାହିତ ହୋଇଥାଏ। ସେହି ସବୁ ରକ୍ତ ନଳୀରେ ଚର୍ବି ଜମା ହୋଇଗଲେ, ତାହା ହୃଦ୍‌ଘାତର ମୁଖ୍ୟ କାରଣ...

ସିଜରିଆନ ଡେଲିଭରି ପରେ କିପରି ନେବେ ମା’ର ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=IiE_Mg_y5TM] ଗର୍ଭାବସ୍ଥାରେ ଜଣେ ମା’ଙ୍କର ଯେତିକି ଯତ୍ନ ନେବାର ଆବଶ୍ୟକତା ରହିଛି, ପ୍ରସବ ପରେ ମଧ୍ୟ ତା’ଠାରୁ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଖାସ କରି ସିଜରିଆନ୍‌ ଡେଲିଭରି...

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ରାଜଧାନୀବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ...

ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କରେ ଯୋଡ଼ି ହେଲା ନେପାଳୀ ଏବଂ ମୈଥିଳୀ ଭାଷା – ୧୬ଟି ଚ୍ୟାନେଲରୁ ମିଳିବ ସ୍ଵାସ୍ଥ୍ୟଭିତ୍ତିକ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଅଗ୍ରଣୀ ତଥା ବହୁଭାଷୀ ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ‘ସ୍ଵାସ୍ଥ୍ୟପ୍ଲସ୍’ ନେଟଓ୍ଵର୍କରେ ଯୋଡ଼ି ହୋଇଛି ଆଉ ଦୁଇଟି ନୂଆ ଭାଷା। ଶନିବାର ‘ବିଶ୍ଵ ଡାକ୍ତର ଦିବସ’ ଅବସରରେ ସ୍ଵାସ୍ଥ୍ୟପ୍ଲସ୍ ନେପାଳୀ ଏବଂ...

କେମିତି କମିବ ବ୍ରଣ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=qf1YXY_IWuU] ଦାଗ ବିହୀନ ସୁନ୍ଦର ଚେହେରା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିଙ୍କର ସବୁବେଳେ ଚିନ୍ତା ବଢ଼ିଯାଏ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ...

ସାପ କାମୁଡ଼ିଲେ କେମିତି କରିବେ ଉପଚାର?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=9eyoElRHdZE] ଗାଁ ଗହଳୀରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ଵାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ ସାବ୍ୟସ୍ତ ହେଉଛି। ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ଅନ୍ଧବିଶ୍ୱାସରେ...