ରାଜ୍ୟରେ ୮ଯାଏଁ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୬ରୁ ୮ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍...

କେଶ ଧୋଇବା ପୂର୍ବରୁ କ’ଣ କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମହିଳାଙ୍କ ସୌନ୍ଦର୍ଯ୍ୟ ବଢ଼ାଏ କେଶ। ସେଥିପାଇଁ କେଶ ପ୍ରତି ଅଧିକ ଗୁରୁତ୍ୱ ଦେବେ ନିହାତି ଦରକାର। ଫଳରେ କେଶ ସୁସ୍ଥ ଓ ସୁନ୍ଦର ରହିବ। କେଶକୁ ସୁସ୍ଥ ଓ ସୁନ୍ଦର ରଖିବା...

ମଧୁମେହ ଓ ହାଡ଼ ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧୁମେହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ହାଡ଼ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ସେ ବିଷୟରେ। ମଧୁମେହ ରୋଗ ଲୋକମାନଙ୍କର ଶରୀରରେ ହାଡ଼କୁ ଦୁର୍ବଳ କରିଦିଏ। ରୋଗୀମାନେ...

ଅଗଷ୍ଟ ୬ରେ ଲଘୁଚାପ ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପରେ ସେତେଟା ପ୍ରଭାବ ପକାଇନଥିବା ବେଳେ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ହେବାର ଆଶଙ୍କା କରାଯାଉଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ଓଡ଼ିଶା...

ଭାଇରାଲ୍ ଫିଭରର ଘରୋଇ ଉପଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଇରାଲ୍‌ ଫିଭରର ଚିକିତ୍ସାର ଚାବିକାଠି ଆମ ରୋଷେଇ ଘରେ ଅଛି| ଭାଇରାଲ୍ ଫିଭର ବା ଭୁତାଣୁଜନିତ ସଂକ୍ରମଣ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଏହା ମଧ୍ୟ ବଡ଼ମାନଙ୍କଠାରୁ ପିଲାମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଯାଏ। ଭାଇରାଲ୍ ଫିଭରରେ ଜ୍ୱର, ତଣ୍ଟି ତରଜ, କାଶ, ମୁଣ୍ଡ ବିନ୍ଧା ଏବଂ କ୍ଲାନ୍ତ ଲାଗିବା, ଆଖି ନାଲି ପଡ଼ିବା, ଆଣ୍ଠୁଗଣ୍ଠି ବିନ୍ଧିବା, ଦେହହାତ ବିନ୍ଧିବା, ବାନ୍ତି ହେବା ତଥା ଡାଇରିଆ, ଭୋକ ନ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ଭାଇରାଲ୍ ଫିଭରର କେତେକ ଘରୋଇ ଉପଚାର ବିଷୟରେ ଜାଣିବା। ଆମେ ଘରେ ବ୍ୟବହାର କରୁଥିବା କେତେକ ସାଧାରଣ ଜିନିଷ ବ୍ୟବହାର କରି ଭାଇରାଲ୍ ଫିଭରର ପ୍ରଭାବକୁ କମ୍ କରିପାରିବା। ୧. ହଳଦୀ ଏବଂ ଅଦା ଛେଚା ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଜ୍ୱର କମ୍‌ କରିବାରେ ସହାୟକ ହୋଇଥାଏ। ତେଣୁ ଗୋଟିଏ ଚାମଚ ହଳଦୀଗୁଣ୍ଡ ଓ ଗୋଟିଏ ଚାମଚ ଅଦା ଛେଚା ଗୋଟିଏ କପ୍‌ ପାଣିରେ ପକାନ୍ତୁ ଓ ସେଥିରେ ସାମାନ୍ୟ ମିଶିରି ପକାଇ ଫୁଟାନ୍ତୁ। ଏହା ଫୁଟି ଅଧା ହୋଇଯିବା ପରେ ଥଣ୍ଡା କରି ପିଅନ୍ତୁ। ୨. ତୁଳସୀ ତୁଳସୀ ପତ୍ରରେ ଜୀବାଣୁ ଓ ଭୂତାଣୁରୋଧୀ ଗୁଣ ରହିଥାଏ, ଯାହାକି ଶରୀର ଭିତରେ ଭୁତାଣୁକୁ ଧ୍ୱଂସ କରିଦିଏ। ଗୋଟିଏ ଚାମଚ ଲବଙ୍ଗ ଗୁଣ୍ଡ ଓ ୧୦ରୁ ୧୫ଟି ତୁଳସୀ ପତ୍ର ଗୋଟିଏ ଲିଟର ପାଣିରେ ପକାଇ ଫୁଟାନ୍ତୁ। ଏହା ମୂଳ ପରିମାଣର ଅଧା ହୋଇଯିବା ପରେ ଏହାକୁ ଥଣ୍ଡା କରି ପ୍ରତି ଘଣ୍ଟାରେ ଥରେ ଲେଖାଏଁ ପିଅନ୍ତୁ। ଆପଣଭାଇରାଲ୍ ଫିଭରରୁ ଶୀଘ୍ର ସୁସ୍ଥ ହୋଇଯିବେ। ୩. ଧନିଆ ଏହା ସ୍ୱାସ୍ଥ୍ୟକର ଉପାଦାନରେ ଭରପୂର। ତେଣୁ ଧନିଆ ଚା’ ଭାଇରାଲ୍ ଫିଭର ଦୂର କରିବାରେ ସାହାଯ୍ୟ କରିଥାଏ। କିଛି ଧନିଆ ପତ୍ର ଓ ଏକ ଚାମଚ ଧନିଆ ମଞ୍ଜି ପକାଇ ଏକ କପ୍‌ ପାଣି ଫୁଟାନ୍ତୁ। ଏହା ଅଧା ହେବା ପରେ ଛାଣି ନଖ ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ୪. ମେଥି ପାଣି      ମେଥି ଆମ ସମସ୍ତଙ୍କ ରୋଷେଇ ଘରେ ରହିଥାଏ। କିଛି ମେଥି ଏକ କପ୍‌ ପାଣିରେ ରାତିସାରା ଭିଜାଇ ଦିଅନ୍ତୁ ଏବଂ ଏହାକୁ ସକାଳୁ ଛାଣି ପିଅନ୍ତୁ। ଆପଣ ଖୁବ୍‌ ଶୀଘ୍ର ଭାଇରାଲ୍ ଫିଭରରୁ ସୁସ୍ଥ ହୋଇଯିବେ। ୫. ଲେମ୍ବୁ ଏବଂ ମହୁ ଲେମ୍ବୁ ଓ ମହୁ ମଧ୍ୟ ଭାଇରାଲ୍ ଫିଭରର ପ୍ରଭାବ କମ୍ କରିଥାଏ। ଆପଣ ଲେମ୍ବୁ ରସ ଓ ମହୁକୁ ଉଷୁମ ପାଣିରେ ମିଶାଇ ମଧ୍ୟ ପିଇପାରିବେ। ୬. କାଞ୍ଜି ତୋରାଣି ଓ ଘୋଳଦହିରୁ ପ୍ରସ୍ତୁତ କାଞ୍ଜି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଭାଇରାଲ୍ ଫିଭର ଉପଶମ କରିବାରେ ସହାୟକ ହୋଇଥାଏ। ୭. ଅଦା, ଘିଅ ଓ ଗୁଡ଼ ଅଧଚାମଚ...

ଲିପ୍‌ଷ୍ଟିକ୍ ଲଗାଉଛନ୍ତି କି? ହୋଇପାରେ ଏହି ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଜାଣିଛନ୍ତି ଏହି ଲିପଷ୍ଟକ୍ ଲଗାଇବା ଦ୍ଵାରା ଅନେକ ପ୍ରକାର ରୋଗର...

ଡାଇବେଟିସ୍‌ ଚିକିତ୍ସା ପାଇଁ ପ୍ରକୃତିର ୫ଟି ଉପହାର

ଓଡ଼ିଶାଲାଇଭ୍ ବ୍ୟୁରୋ  ଘି କୁଆଁରୀ, ଡାଲଚିନି, କଲରା, ମେଥି ଓ ଅଦାକୁ ଦୈନନ୍ଦିନ ଆହାରରେ ସାମିଲ୍ କରନ୍ତୁ ଓ ଡାଇବେଟିସ ନିୟନ୍ତ୍ରଣ କରନ୍ତୁ। ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି ମଧ୍ୟ କେତେକ ଚିକିତ୍ସା ଖଞ୍ଜି...

ଫୋନ୍ ହଜି ଯାଇଛି କି? ଜାଣନ୍ତୁ କେମିତି ଜାଣିବେ ନିଜ ଫୋନ୍‌ର ଲୋକେସନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ସ୍ମାର୍ଟ ଫୋନ୍ ହଜି ଯାଇଥିଲେ ବା ଚୋରି ହୋଇଯାଇଥିଲେ କେମିତି ଜାଣିବେ ନିଜ ଫୋନ୍‌ର ଲୋକେସନ୍। ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନରେ ସ୍ମାର୍ଟ ଫୋନ୍‌ର ଆବଶ୍ୟକ ରହିଛି। ବର୍ତ୍ତମାନ ଦେଶରେ ୪୫...

ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍। ଏନେଇ ବିଧାନସଭାରେ କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ...

ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହି ୭ ଦିନରେ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ଭାରତୀୟ ପାଣିପାଗ ବିଭାଗର ଆକଳନ...