ନୟାଗଡ଼: କଣ୍ଟିଲୋରେ ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା, ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ଶନିବାର ସକାଳ ୯ଟା ୩୦ରେ ଏଠାରେ ଶ୍ରୀନୀଳମାଧବଙ୍କ ମହାବାରୁଣୀ ସ୍ନାନ ନୀତି...

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଶନିବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନିଜ ଇସ୍ତଫାପତ୍ରକୁ ସେ ବିଜେପିର ରାଜ୍ୟ...

ଖୋର୍ଦ୍ଧା: ପିତାପଲ୍ଲୀ ଛକରେ ମୋ-ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଯାତ୍ରୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସହର ଉପକଣ୍ଠ ପିତାପଲ୍ଲୀ ନିକଟରେ ଶନିବାର ଏକ ମୋ-ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଅଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା...

ଓଡ଼ିଶାରେ ଅସହ୍ୟ ଖରା ପାଇଁ ଆଉଟଡୋର ଗେମ ଉପରେ ଲାଗିଲା କଟକଣା, ସକାଳ ୧୧ଟାରୁ ୩ଟା ଯାଏଁ ଖେଳ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅସହ୍ୟ ଭାବେ ବଢ଼ିବାକୁ ଲାଗିଛି ତାପମାତ୍ରା। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି...

ତାଳଚେର: ଏନଟିପିସି ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ସମଗ୍ର ଅଞ୍ଚଳ ଧୂଆଁମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ତାଳଚେରର କଣିହାଁ ସ୍ଥିତ ଏନଟିପିସି ପାୱାର ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଶନିବାର ପ୍ଲାଣ୍ଟ ଭିତରେ ଥିବା କୋଇଲା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ କେହି...

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା କରିଗୁଟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ...

ଓଡ଼ିଶାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସମର୍ଥ ବର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ବିଭିନ୍ନ ପଦବୀରୁ ବଦଳି ହୋଇଥିବା ପ୍ରଶାସନିକ ଅଧିକାରୀଙ୍କୁ ନୂଆ ପଦରେ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ଏନେଇ ରାଜ୍ୟ ସାଧାରଣ...

ଓଡ଼ିଶା ବିଧାନସଭା ନିର୍ବାଚନ: ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ସାରଦା ନାୟକ ରିପିଟ ପ୍ରକାଶ ବେହେରାଙ୍କୁ ବାରବାଟୀ କଟକରୁ ସୁଯୋଗ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି। ଶୁକ୍ରବାର ଦିନ ବିଜେଡି ସୁପ୍ରିମୋ ତଥା...

କଟକ ଓ ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତ ହେଲେ ନୂଆ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଓ ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି ନୂଆ ଜିଲ୍ଲାପାଳ। ଅରିନ୍ଦମ ଡାକୁଆ କଟକର ଜିଲ୍ଲାପାଳ ହୋଇଥିବାବେଳେ ଅନୁପମ ଶାହାଙ୍କୁ ଜଗତସିଂହପୁରର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ...

ବିଜେପିର ମିଶ୍ରଣ ପର୍ବ: ମିଶିଲେ ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ ଓ ଅମରେନ୍ଦ୍ର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ପୂର୍ବରୁ ଲାଗି ରହିଛି ଇସ୍ତଫା ଏବଂ ମିଶ୍ରଣ ପର୍ବ। ଶୁକ୍ରବାର ଦିନ ବିଜେପିର ମିଶ୍ରଣ ପର୍ବରେ ଶାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଯୁବ ନେତା ରଜତ ଚୌଧୁରୀ ଏବଂ ବିଶ୍ଵଭୂଷଣ...