‘ରେପୋ’ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ, ମୁଦ୍ରାସ୍ଫୀତିର ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କ୍ରମାଗତ ଭାବେ ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ...
ଶ୍ରମ ବିଭାଗର ନିର୍ଦ୍ଦେଶ: ଦିନ ୧୧ଟାରୁ ସାଢ଼େ ୩ଟା କାମ କରିବେ ନାହିଁ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଅସହ୍ୟ ହେଲାଣି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ଲାଗି ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଦିନ...
କଂଗ୍ରେସର ନିର୍ବାଚନୀ ଇସ୍ତାହାର, ୩୦ ଲକ୍ଷ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଦଳ ଏହାର ନାମ ‘ନ୍ୟାୟ ପତ୍ର’ ରଖିଛି। ଏଥିରେ କଂଗ୍ରେସ ମତଦାତାଙ୍କୁ ୫ଟି ନ୍ୟାୟ ଓ ୨୫...
ଜଳୁଛି ସାରା ଓଡ଼ିଶା: ଭୁବନେଶ୍ଵରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ସକାଳୁ ଘରୁ ବାହାରିବା ମୁସକିଲ ହେଲାଣି। ଶୁକ୍ରବାର ଦିନ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଏଠାରେ ସର୍ବାଧିକ ତାପମାତ୍ରା...
ରୋଚକ ହେବ କଟକ ଲୋକସଭା ଲଢ଼େଇ, ଅଭିଜ୍ଞ ଭର୍ତ୍ତୃହରିଙ୍କୁ ଟକ୍କର ଦେବେ ସଂତୃପ୍ତ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।
କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର...
ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ଵ, କଟକର ଡିସିପି ହେଲେ ପ୍ରକାଶ ଆର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ସେମାନଙ୍କୁ କଟକ, ରାଉରକେଲା ଓ ଅନୁଗୁଳରେ ନିଯୁକ୍ତ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ...
ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳରୁ ଇସ୍ତଫା ଦେଉଛନ୍ତି ଅସନ୍ତୁଷ୍ଟ ନେତା। ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା...
ଘଣ୍ଟି ବାଜିଲେ ପାଣି ପିଇବେ ସ୍କୁଲ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ। ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲୁଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ...
ହିଟ୍ ଓ୍ଵେଭ୍: ଓଡ଼ିଶାର ୬ ଜିଲ୍ଲାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ହେଲାଣି ତାପମାତ୍ରା। ଏପ୍ରିଲ ୭ ତାରିଖ ଯାଏଁ ଓଡ଼ିଶାରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ହିଟ୍ ଓ୍ଵେଭ୍ ପାଇଁ ରାଜ୍ୟର ୬ଟି...
ହାତ ଛାଡ଼ିଲେ ବାପି ସର୍ଖେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ନିର୍ବାଚନ ସମୟ, ରାଜ୍ୟରେ ଜୋର ଧରିଛି ଦଳ ଛାଡ଼ିବା ରାଜନୀତି। ଏହାରି ମଧ୍ୟରେ ଗୁରୁବାର ଦିନ କଂଗ୍ରେସର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...




















