Independence Day

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ତିନି ମାସ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର...
bus-strike-Paralakhemundi

ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ’କଲେ ଆମେ ବସ ଚଳାଚଳ ବନ୍ଦ କରିବୁ – ଘରୋଇ ବସ...

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟରେ ଏବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଏବେ ଡ୍ରାଇଭରଙ୍କଠୁ...

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ହନ୍ତସନ୍ତ ସାଧାରଣ ଜନତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରାଜ୍ୟବ୍ୟାପୀ ବୁଧବାର ଦିନଠାରୁ ଚାଲିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଗାଡ଼ି ମଟର ଚଳାଚଳ...

‘ହେରା ଫେରି ୩’ରେ କମେଡି କରିବେ ସଞ୍ଜୟ ଦତ୍ତ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ବଲିଉଡର ସୁପର ହିଟ୍ ଚଳଚ୍ଚିତ୍ର ‘ହେରା ଫେରି’ର ସିକୁଏଲ ‘ହେରା ଫେରି ୩’। ‘ହେରା ଫେରି ୩’ରେ କମେଡି କରିବେ ବଲିଉଡ ସୁପରଷ୍ଟାର...

ରୋଜଗାର ଦେଉଛି ବୌଦ୍ଧର ବୁଣାକାର ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଓଡ଼ିଶାର ଦ୍ଵିତୀୟ ବୃହତ୍ ସାପ୍ତାହିକ ବୁଣାକାର ବଜାର। ଏହି ବଜାର ବୌଦ୍ଧ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ବୁଣାକାରଙ୍କୁ ରୋଜଗାର...

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋ ଛକରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋ...

ଆଜିଠୁ ଆରମ୍ଭ ‘ବାଲ ଆଧାର’ କାର୍ଯ୍ୟକ୍ରମ: ଶିଶୁ ଜନ୍ମ ପରେ ପଞ୍ଜିକରଣ ସହ ଆଧାରକାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖଠାରୁ ଆରମ୍ଭ ହେଉଛି ‘ବାଲ ଆଧାର’ କାର୍ଯ୍ୟକ୍ରମ। ଏଣିକି ଶିଶୁଙ୍କ ଜନ୍ମ ପରେ ପରେ ଜନ୍ମ ପଞ୍ଜିକରଣ ସହ ଆଧାରକାର୍ଡ ସଂଯୁକ୍ତ ହେବ। ଜନ୍ମ ପଞ୍ଜିକରଣ ଓ...

ପିଏଫଆରଡିଏର ନୂଆ ଅଧ୍ୟକ୍ଷ ନିଯୁକ୍ତ ହେଲେ ଦୀପକ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଭବିଷ୍ୟନିଧି ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷର (ପିଏଫଆରଡିଏ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ ମହାନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରୀତମ...

କୋରାପୁଟ: ମାଟ୍ରିକ ପରୀକ୍ଷା ଦେଲାବେଳେ ଟଳି ପଡ଼ିଲେ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ଦେବା ସମୟରେ ଜଣେ ଛାତ୍ରଙ୍କର ହଲ ଭିତରେ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲକୋ ଟାଉନସିପ ଅଞ୍ଚଳରେ। ମୃତ ଛାତ୍ର ହେଲେ...

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ରାଉରକେଲାରେ ଅପରାଜିତ ରହିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗରେ ବୁଧବାର ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଲିଗର ଶେଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ସୁଟଆଉଟରେ ୪-୩...