ସୋମବାରରୁ ଭୁବନେଶ୍ଵରରେ ଆଦିବାସୀ ମେଳା, ସହରବାସୀ ଦେଖିବେ ଆଦିବାସୀ ଜୀବନ ଶୈଳୀର ଏକ ନିଆରା ରୂପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩। ଏହି ମେଳାରେ ବିଭିନ୍ନ ଆଦିବାସୀ ଜନଜାତିଙ୍କ ଜୀବନ ଶୈଳୀର ଏକ ନିଆରା ରୂପ ପ୍ରଦର୍ଶିତ ହେବ। ଆଦିବାସୀ ଚଳଣି, ପରମ୍ପରା ଓ ଅନ୍ୟାନ୍ୟ...
କୋରାପୁଟ: ଜାଗର ପାଇଁ ଗୁପ୍ତେଶ୍ୱରପୀଠରେ ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ମହାଶିବରାତ୍ରି ଅବସରରେ କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରପୀଠରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। କୋଭିଡ ମହାମାରୀର ଦୁଇବର୍ଷ ପରେ ମନ୍ଦିରକୁ ଯାଇ ପୂଜା କରିବାକୁ ସୁଯୋଗ ମିଳିଥିବାରୁ ଆଜି...
ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଶକ୍ତି କାଫେ’: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା...
ସୁନ୍ଦରଗଡ଼ର ଦୁଇ ଯୁବ ଉଦ୍ୟୋଗୀଙ୍କୁ ଭାରତୀୟ ସେବାରତ୍ନ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇକ ଆମ୍ବୁଲାନ୍ସ ସେବା ପାଇଁ ଦେବାଶିଷ କବି ଏବଂ ବିଜୟ ବରୁଆଙ୍କୁ ଜାତୀୟ ସମ୍ମାନ
ସମ୍ମାନିତ କଲା ମହାରାଷ୍ଟ୍ରର ଗ୍ଲୋବାଲ ସ୍କଲାର ଫାଉଣ୍ଡେସନ
ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଯୁବ ଉଦ୍ୟୋଗୀ...
କବିତାର ଉତ୍ତରଣ ଜୀବନବ୍ୟାପୀ ସାଧନାର ଏକ ପ୍ରାପ୍ତି: ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ କେବେ କବି ହେବାକୁ ଚାହିଁ ନଥିଲି, କିନ୍ତୁ ନିୟତିର ନିର୍ଦ୍ଦେଶ ମୋତେ କବି ହେବାର ସୌଭାଗ୍ୟ ପ୍ରଦାନ କରିଛି। ଆଜି କବିତା ମୋତେ ଜୀବନ ବଞ୍ଚାବାରେ ସାହାଯ୍ୟ କରୁଛି। କବିତାର...
ମହାଶିବରାତ୍ରିରେ ଅର୍ପଣ କରନ୍ତୁ ଭଗବାନ ଶିବଙ୍କ ପ୍ରିୟ ଫୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାହାକୁ ଯେଉଁ ଜିନିଷ ପସନ୍ଦ, ଯଦି ତାକୁ ସେହି ଜିନିଷ ଦିଆଯାଏ ସେ ଖୁସି ହୁଅନ୍ତି। ସେ ମଣିଷ ହୁଅନ୍ତୁ ବା ଭଗବାନ। ସବୁ ଠାକୁରଙ୍କର ମଧ୍ୟ କିଛି ନା କିଛି...
ଆଜି ହେଉଛି ପବିତ୍ର ମହାଶିବରାତ୍ରି: ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ। ସକାଳୁ ସକାଳୁ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଜିର ଦିନରେ ବ୍ରତ ପାଳନ କରୁଥିବା ଭକ୍ତ...
‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ସମ୍ପର୍କୀତ ଜାତୀୟ କର୍ମଶାଳା: ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିଙ୍କ ନେତୃତ୍ଵ ସ୍ଵାଗତଯୋଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାରେ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦିଆଯିବାର ପରମ୍ପରା ମୂଳରୁ ରହିଆସିଛି। ବର୍ତ୍ତମାନ ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିମାନେ ଯେଉଁଭଳି ଭାବେ ନେତୃତ୍ଵ ନେଉଛନ୍ତି ତାହା ସ୍ଵାଗତଯୋଗ୍ୟ। ମହିଳା ପ୍ରତିନିଧିମାନେ ତୃଣମୂଳସ୍ତରରେ ସକ୍ରିୟ ନଥିଲେ...
“ଚାଷୀଙ୍କ ଆୟ ବୃଦ୍ଧି କରୁଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା”
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓଡ଼ିଶା ୨୦୨୩ର ଦ୍ଵିତୀୟ ଦିନରେ କୃଷକ ଶିକ୍ଷା ଶିବିର
୫୦୦୦ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସ୍କିମକୁ ମଞ୍ଜୁରି
ଚାଷୀମାନଙ୍କ ଆୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା...
ହକି ବିଶ୍ଵକପ-୨୦୨୩ ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ପୁରସ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ହକି ବିଶ୍ଵକପ ୨୦୨୩ର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ହକି ବିଶ୍ଵକପ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲାରେ...





















