Independence Day

ଶିମିଳିପାଳ ଅଭୟାରଣ୍ୟରେ ପୁଣି ମିଳିଲା ଦନ୍ତାହାତୀର ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ତାଳବନ୍ଧ ରେଞ୍ଜ ଆସାଡ଼ଲା ଗ୍ରାମରେ ହାତୀର ଗଳିତ ମୃତ ଦେହ ପଡ଼ିଥିବାବେଳେ ଦାନ୍ତ ନଥିବା ଦେଖିବାକୁ...

ହରିପୁର ଜଙ୍ଗଲରେ ବନ୍ଦ ସୁଟକେସରୁ ମିଳିଲା ଶବ: ପତ୍ନୀଙ୍କ ସମେତ ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ନାଚୁଣୀ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଗୋଟିଏ ସୁଟକେସ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ସୋମବାର...

ସବୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସବୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ। ବର୍ତ୍ତମାନ କେବଳ ଇଂରାଜୀ ଭାଷାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପଲବ୍ଧ ହେଉଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରଥମେ ହିନ୍ଦୀ ଭାଷାରେ ଏବଂ ପରେ ଅନ୍ୟାନ୍ୟ...
Netaji Subash Chandra Bose

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଭାରତ ମା’ର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସାରା...

ଜଟଣୀସ୍ଥିତ ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଛୁରୀର ନାଁ ରଖିଲେ କ୍ରିଷ୍ଣା ସମ୍ପ୍ରସାରଣ ହେବ ଗୋଶାଳା ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ସ୍କୁଲ ବ୍ୟାଗରୁ ୨୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): ସ୍କୁଲ ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ ଚାଲାଣକାରୀ। ଶନିବାର ଦିନ ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ। ବେଆଇନ...

କଟକ ବଡ଼ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର: ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

ଓଡ଼ିଶାଲାଇଭ୍ ବ୍ୟୁରୋ ହାତରେ ଲାଗିଲା ଗୋଡ଼ର ଆଙ୍ଗୁଠି। କଟକ ବଡ଼ ଡାକ୍ତରଖାନାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର। ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରିଛି। ଏଭଳି ଅସ୍ତ୍ରୋପଚାର ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଭଦ୍ରକ...

୧୨ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। ଅନୁଦାନପ୍ରାପ୍ତ...

ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ଭିସେରା ରିପୋର୍ଟରେ ମୃତ୍ୟୁର କାରଣ ମଦ୍ୟପାନ ଓ ନିଶା ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୋଡ଼ା ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଡାକ୍ତର ଶୁଭଶ୍ରୀ କରଙ୍କର ସନ୍ଦେହଜନକ ମୃତ୍ୟୁକୁ ଏବେ ବି ଅନେକ ଚର୍ଚ୍ଚା ହେଉଛନ୍ତି। ଏହାରି ମଧ୍ୟରେ ଶନିବାର ଦିନ ଆସିଛି ଭିସେରା ରିପୋର୍ଟ। ମଦ୍ୟପାନ...

ବୌଦ୍ଧରେ ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ଓ ୨ କନଷ୍ଟେବଳ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଫଣ୍ଡି ଅଧିକାରୀଙ୍କ ସହ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅଧିକାରୀ...