ଆଜି ସମଗ୍ର ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।...
ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କ ପରିବାରର ସହମତିରେ ସେ ଏହି ବିବାହ କରାଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି...
ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କ ଦେହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ବିୟୋଗ ହୋଇଛି। ମାତ୍ର ୨୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ଗତ କିଛି ଦିନ ହେଲା...
ଜୟପୁର: ୩୩୦ କେଜି ଗଞ୍ଜେଇ ଜବତ, ୭ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩୩୦ କେଜିର ଗଞ୍ଜେଇ ଜବତ କରିଛି। କୋରାପୁଟ ଜିଲ୍ଲାରୁ ରାଜ୍ୟ...
ଲଞ୍ଚ ହେଲା ଭାରତରେ ପ୍ରସ୍ତୁତ ପ୍ରଥମ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସେର୍ଭଭାକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରଥମ ଥର ପ୍ରସ୍ତୁତ କରାଯାଇଥିବା ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସର୍ଭଭାକ’ (CERVAVAC)କୁ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଞ୍ଚ କରିଛନ୍ତି।
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ସର୍ଭାଇକଲ କନ୍ସର...
ବିବାହ ପୂର୍ବରୁ ଓଡ଼ିଶା ଆସି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ...
ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଭୂମିକମ୍ପ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଙ୍ଗଳବାର ଦିନ ଦ୍ଵି’ ପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୨ଟା ୨୮ ମିନିଟରେ ଭୂମିକମ୍ପକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ।...
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। କଳା ଏବଂ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ...
ସାତ ଜନମର ସାଥୀ ହେଲେ ଆଥିୟା-କେଏଲ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା...
ପରମବୀର ଚକ୍ର ବିଜୟୀଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ଓ ନିକୋବରର ୨୧ଟି ଦ୍ଵୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଣ୍ଡାମାନ ଏବଂ ନିକୋବର ଦ୍ଵୀପର ନାମ ନଥିବା ୨୧ଟି ବୃହତ ଦ୍ଵୀପପୁଞ୍ଜର ନାମକରଣ କରାଯାଇଛି। ପରାକ୍ରମ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦ୍ଵୀପଗୁଡ଼ିକର ନାମକରଣ କରିଛନ୍ତି।
ସୋମବାର ଦିନ...





















