ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ। ଟିକାକରଣ ପାଇଁ ଓଡ଼ିଶାରେ ୧ ଲକ୍ଷ କୋଭିଡ ଟିକା ପହଞ୍ଚିଥିବାବେଳେ ମଙ୍ଗଳବାରଠାରୁ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁଆରି ୧୯...
ଡଟ୍ ଫେଷ୍ଟ: ନାଚ, ଗୀତରେ ଝୁମୁଛି ଭୁବନେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=wpGYB4VyE2Q]
ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ।
ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ...
‘ଫିଲ୍ମି ଚକ୍କର’ର ଦ୍ୱିତୀୟ ଦିନ: “ଚଳଚ୍ଚିତ୍ରର ସଫଳତା ପଛରେ ଅଭିନେତ୍ରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): “ଗୋଟିଏ ଚଳଚ୍ଚିତ୍ର ସଫଳ ହେବା ପଛରେ ସମସ୍ତଙ୍କର ଅବଦାନ ରହିଥାଏ। ଅନେକ କ୍ଷେତ୍ରରେ ଅଭିନେତ୍ରୀମାନେ ଅଭିନେତାଙ୍କ ଭଳି ପରିଶ୍ରମ କରୁଥିଲେ ମଧ୍ୟ ଶ୍ରେୟ ମିଳେ ଅଭିନେତାଙ୍କୁ। ଅନେକ କ୍ଷେତ୍ରରେ ଅଭିନେତ୍ରୀଙ୍କ...
ଦୁଇ ବର୍ଷର ପୁଅକୁ ହତ୍ୟା କରି ଆତ୍ମହତ୍ୟା କଲା ସାବତ ମା’!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷର କୁନି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ସାବତ ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହିଭଳି ଅଭାବନୀୟ ଘଟଣା ଘଟିଛି କଟକ...
ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ: ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷ କରି ଜିଲ୍ଲାର ଆଦିବାସୀ ଚାଷୀମାନେ ବେଶ ଲାଭବାନ ହୋଇପାରୁଛନ୍ତି।
ସୋରିଷ ହେଉଛି...
ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମକର ମେଳାରେ ଅଘଟଣ। ଶନିବାର ଦିନ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ...
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ: ହକି ଜଗତକୁ ଓଡ଼ିଶାର ଉପହାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=A0NiRZS2nMY]ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ନିର୍ମାଣ ହୋଇଛି ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ। ଯାହାର ନାଁ ରହିଛି ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ’। ରାଉରକେଲା...
ଆଜି ମକର ସଂକ୍ରାନ୍ତି, ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ମକର ସଂକ୍ରାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଥିବା ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ଲାଗିଛି। ମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ। କେବଳ...
ଅମିତ ରୋହିଦାସ- ଭାରତୀୟ ହକିର ଡିଫେଣ୍ଡିଂ ଓ୍ଵାଲ
ଆଶିଷ କୁମାର ରାୟ
ସୁନ୍ଦରଗଡ଼ ଜିଲ୍ଲାର ଅଖ୍ୟାତ ପଲ୍ଲୀ ସଉନାମରା ଗାଁ, ଓଡ଼ିଶାକୁ ଭେଟି ଦେଇଛି ଅନେକ ହକି ତାରକା। ସେମାନେ ଯେ କେବଳ ଓଡ଼ିଶାକୁ ଗର୍ବିତ କରିଛନ୍ତି ତା’ ନୁହେଁ, ଭାରତ ପାଇଁ...
ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନ ଧରି ନିଖୋଜ ରହିଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ତାଙ୍କୁ ଖୋଜାଖୋଜି...





















