ଶିଳ୍ପ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି କରିଛି ରାଉରକେଲା : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାସ୍ଥିତ ଉଦିତନଗର ପଡ଼ିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଆହୁରି ତିନିଦିନ ବଢ଼ିବ ଶୀତ : ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଶୁକ୍ରବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ...

ଶ୍ୟାମାମଣି ଦେବୀ : ଓଡ଼ିଶୀ, ଶାସ୍ତ୍ରୀୟ ଓ ଭଞ୍ଜ ସଂଗୀତର ସୁରମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cJq1_-NMNK4] ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଗୁରୁଗମ୍ଭୀର ସ୍ଵର।...

ରାଜ ପରିବାରରେ ହତ୍ୟାକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତ ମହିଳା ହେଲେ କଟକ ଶ୍ରୀବିହାର କଲୋନୀର ପରେଶ କୁମାରୀ ଦେବୀ(୭୫)। ସେ...

କୋଟିଆରେ ଟ୍ଵିଷ୍ଟ : ସିଲେକ୍ସନ ନୁହେଁ ଏବେ ଇଲେକ୍ସନ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କୋଟିଆ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ନୁହେଁ ସିଲେକ୍ସନ ହେବ ବୋଲି କୁହାଯାଉଥିଲା। ସର୍ବଦଳୀୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଜଣଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟ ଚୟନ କରାଯାଇଥିଲା।...

ଚର୍ଚ୍ଚାରେ ସରୋଗେସି ମାତୃତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ମା’ ହେବା ଖରବ ସମସ୍ତଙ୍କୁ ଯେତିକି ଚକିତ କରିଛି, ତା’ଠାରୁ ଅଧିକ ବିସ୍ମିତ କରିଛି ‘‘ସରୋଗେସି’’ ସହାୟତାରେ ସନ୍ତାନ ପାଇବା ଖବରକୁ ନେଇ।...

‘ଅମର ଯବାନ ଜ୍ୟୋତି’ ସ୍ଥାନାନ୍ତରକୁ ନେଇ କଂଗ୍ରେସ-ବିଜେପି ଟୁଇଟର୍ ଓ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ମିଶ୍ରଣ କରାଯାଇଛି। ଏହାକୁ ନେଇ...

କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...

ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ...

ପରଲୋକରେ କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ କେବଳ କଥକ ନୃତ୍ୟ...