National

ଆଗାମୀ ୪୦ ବର୍ଷ ଭିତରେ ଚୀନ ଓ ଭାରତ ବିଶ୍ୱରେ ରାଜ୍ କରିବେ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚମକାଇବା ଭଳି ଖବର। ଆଗାମୀ ୪୦ ବର୍ଷ ମଧ୍ୟରେ ଭାରତ ଓ ଚୀନ ମିଶି ସମଗ୍ର ବିଶ୍ୱରେ ପ୍ରଭାବ ବିସ୍ତାର କରିବେ। ଏହିଭଳି ଏକ ଆକଳନ କରାଯାଇଛି ଓଇସିଡି (ଅର୍ଗାନାଆଇଜେସନ ଫର...

ନୱାଜ ସରିଫଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମାରିଅମ ଶୁକ୍ରବାର ସ୍ୱଦେଶ ଫେରୁଛନ୍ତି। ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯିବ। ବହୁ ଚର୍ଚ୍ଚିତ ଆଭେନ୍‍ଫିଲ୍ଡ ଦୁର୍ନୀତି...

‘ଧର୍ମ ନିରପେକ୍ଷତା’କୁ ଧର୍ମର ମାନ୍ୟତା ମିଳୁ: ଗୁଜରାଟ ହାଇକୋର୍ଟରେ ଅଟୋ ଚାଳକଙ୍କ ଆବେଦନ

ଓଡ଼ିଶାଲାଇଭ୍‍ ବ୍ୟୁରୋ ‘ଧର୍ମ ନିରପେକ୍ଷତାକୁ ହିଁ ମୋର ଧର୍ମ ରୂପେ ସ୍ୱୀକାର କରାଯାଉ। ଯଦି ତାହା ସମ୍ଭବ ନୁହେଁ, ତେବେ ମତେ ନାସ୍ତିକତା କିମ୍ବା ରାଷ୍ଟ୍ରବାଦକୁ ଧର୍ମ ରୂପେ ଗ୍ରହଣ କରିବାକୁ ଅନୁମତି ଦିଆଯାଉ’...

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ପାଇଁ ଟ୍ରମ୍ପଙ୍କୁ ଭାରତର ନିମନ୍ତ୍ରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ...

ତ୍ରିପୁରାର ରାଜଧାନୀ ଅଗରତାଲାରେ କାଳିଆ ଠାକୁର

ଡକ୍ଟର ଫକୀର ମୋହନ ନାହାକ [youtube https://www.youtube.com/watch?v=mWf4Lhf5SmQ] ପୂର୍ବ ଭାରତର ସୀମାନ୍ତରେ ଥିବା ତ୍ରିପୁରାର ରାଜଧାନୀ ଅଗରତାଲାରେ କାଳିଆ ଠାକୁରଙ୍କ ସୁଦୃଶ୍ୟ ମନ୍ଦିର ଶତାଧିକ ବର୍ଷ ଧରି ଭକ୍ତମାନଙ୍କୁ ଆକର୍ଷିତ କରିଆସିଛି । ଗୋଟିଏ ପଟେ ପୂର୍ବ...

ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ରାଜ୍ୟସଭାରେ ସାଂସଦମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ମତାମତ ଉପସ୍ଥାପନ କରିପାରିବେ। ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ପାଇଁ ଖୁସି ଖବର। ରାଜ୍ୟସଭାରେ ସାନ୍ତାଳୀ ଭାଷା ସମେତ ୫ଟି ଆଞ୍ଚଳିକ ଭାଷାକୁ ମାନ୍ୟତା ମିଳିଛି।...

କୁଲଦୀପ ଯାଦବଙ୍କ ବୋଲିଂରେ ଧରାଶାୟୀ ହେଲା ଇଂଲଣ୍ଡ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଲଦୀପ ଯାଦବଙ୍କ ଦମ୍‌ଦାର ବୋଲିଂ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଇଂଲଣ୍ଡକୁ ୮ ୱିକେଟରେ ପରାଜିତ କରିଛି ଭାରତ। ନାଣ୍ଟିଧାମର ଟ୍ରେଣ୍ଟ ବ୍ରିଜ ପଡ଼ିଆରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ଟିମ୍‌...

ମୋଦିଙ୍କ ନୂଆ ନୀତି: ‘ବିଦେଶୀ’ ପରାମର୍ଶଦାତାଙ୍କୁ ଛାଡ଼, ଘର ଲୋକଙ୍କୁ ଧର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେତେବେଳେ ଦେଶର କ୍ଷମତା ସମ୍ଭାଳିବା ଆରମ୍ଭ କଲେ ସେହି ସମୟରେ ସେ ଆର୍ଥିକ ନୀତିଗୁଡ଼ିକୁ ଲାଗୁ କରିବା ପାଇଁ ଆମେରିକାରେ କାର୍ଯ୍ୟରତ ତିନି ଜଣ...

୩୦ ଫୁଟ୍‍ ଲମ୍ବା ନଖ ରଖି ଭାରତୀୟ ରଚିଲେ ଗିନିଜ୍‌ ରେକର୍ଡ

ଓଡ଼ିଶାଲାଇଭ୍‍ ବ୍ୟୁରୋ [youtube https://www.youtube.com/watch?v=gwoYzpesr4c] ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାର ନିଶା। ୬୬ ବର୍ଷ ଧରି ୩୦ ଫୁଟ୍‌ ଲମ୍ବର ନଖ ରଖି ମହାରାଷ୍ଟ୍ରର ଶ୍ରୀଧର ଚିଲ୍ଲାଲ ରଚିଛନ୍ତି ନୂଆ ଇତିହାସ। ବିଶ୍ୱର ସବୁଠାରୁ...

ମାର୍କ ଜୁକରବର୍ଗକୁ ପଛରେ ପକାଇଲେ ଏହି ଯୁବତୀ, ହେଲେ ବିଶ୍ଵର ସର୍ବକନିଷ୍ଠ ଅରବପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍କ ଜୁକରବର୍ଗ ମାତ୍ର ୨୩ବର୍ଷ ବୟସରେ ଫେସବୁକ କମ୍ପାନି ପ୍ରତିଷ୍ଠା କରି ବିଶ୍ଵର ସର୍ବକନିଷ୍ଠ ଆରବପତି ହେବାର ସୌଭାଗ୍ୟ ଲାଭ କରିଥିଲେ। ଜୁକରବର୍ଗଙ୍କୁ ପଛରେ ପକାଇ ବିଶ୍ଵର ସର୍ବକନିଷ୍ଠ ଅରବପତି ହେବାକୁ...