National

ଶାହଙ୍କ ବୟାନ ପରେ ପାଲଟା ଆକ୍ରମଣ କଲେ ସୁରଜେୱାଲା – କହିଲେ, ଗୁପକର ଗ୍ୟାଙ୍ଗରେ ନାହିଁ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାହଙ୍କ 'ଗୁପକର ଗ୍ୟାଙ୍ଗ' ମନ୍ତବ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ‘ଗୁପକର ଗ୍ୟାଙ୍ଗ’କୁ ନେଇ କଂଗ୍ରେସକୁ ଟାର୍ଗେଟ କରିବା ପରେ, ବୁଧବାର ଏନେଇ ଶାହଙ୍କୁ ପାଲଟା...

କଙ୍ଗନା ରଣାୱତଙ୍କୁ ପୁଣି ସମନ ପଠାଇଲା ମୁମ୍ବାଇ ପୋଲିସ, ୨୩ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ତୃତୀୟ ଥର ପାଇଁ ସମନ ପଠାଇଛି ମୁମ୍ବାଇ ପୋଲିସ। ନଭେମ୍ବର ୨୩ ଓ ୨୪ ତାରିଖରେ ଏହି ଦୁଇଜଣଙ୍କୁ...

ଅଭିନୟ ଛାଡ଼ିବେ ଅଭିନେତା ଇମ୍ରାନ ଖାନ୍!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଜଣାଶୁଣା ଅଭିନେତା ଅମୀର ଖାନ୍‌ଙ୍କ ଭଣଜା ତଥା ‘ଦିଲ୍ଲୀ ବେଲ୍ଲୀ’ ଭଳି ଫିଲ୍ମରେ ଅଭିନୟ କରିଥିବା ଇମ୍ରାନ ଖାନ ଅଭିନୟକୁ ବାଏ କରିବେ। ଇମ୍ରାନଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା...

ବାଇଡେନଙ୍କ ସହ କଥା ହେଲେ ମୋଦୀ, ଦୁଇ ଦେଶ ଭିତରେ ସମ୍ପର୍କ ମଜଭୁତ କରିବାକୁ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟ ନେତା ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ...

ଦିଲ୍ଲୀରେ ହେବନି ଲକଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ଏବେ ହେବନି ଲକଡାଉନ୍। ଜାତୀୟ ରାଜଧାନୀରେ ଏବେ ସେଭଳି କୌଣସି ଲକଡାଉନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟେନ୍ଦ୍ର ଜୈନ। ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ...

ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନରେ କେମିତି ଆସିଥିଲେ ମେଲେନିଆ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ। କାରଣ ହ୍ୱାଇଟ ହାଉସ ଛାଡ଼ିବା ପରେ ଟ୍ରମ୍ପଙ୍କୁ ମେଲେନିଆ...

ନଭେମ୍ବର ୨୩ରୁ ଉତ୍ତରପ୍ରଦେଶରେ ଖୋଲୁଛି କଲେଜ, ବିଶ୍ୱବିଦ୍ୟାଳୟ – ଓଡ଼ିଶାରେ କେବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାୟ ୮ ମାସ କାଳ ବନ୍ଦ ରହିବା ପରେ ନଭେମ୍ବର ୨୩ ତାରିଖରୁ ଉତ୍ତରପ୍ରଦେଶରେ ଖୋଲିବାକୁ ଯାଉଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ। ଏନେଇ ଉତ୍ତରପ୍ରଦେଶର ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।...

ଅଲୋଡ଼ା ହେଉଛି କି କଂଗ୍ରେସ ଦଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ଅଲୋଡ଼ା ହେଉଛି କି କଂଗ୍ରେସ ଦଳ? କାହିଁକି ନିର୍ବାଚନରେ ଭୋଟରମାନଙ୍କ ଆସ୍ଥା ଜୁଟାଇପାରୁନି କଂଗ୍ରେସ? ବିହାର ନିର୍ବାଚନରେ କଂଗ୍ରେସର ଏଭଳି ବିପର୍ଯ୍ୟୟ ପରେ ଏବେ ଏଭଳି କିଛି ପ୍ରଶ୍ନକୁ...

ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବୋଲି ନିଜ ଆତ୍ମଜୀବନୀ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍’ରେ ଲେଖିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ହିନ୍ଦୁ...

ବିଜେପିର ଟାର୍ଗେଟ ବିହାର-୨୦୨୫: ଏକଲା ଚାଲିବ ଗୈରିକ ପାର୍ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନୀତିଶ କୁମାର। ଏଥିସହ ତାଙ୍କ ସରକାର ଲଗାତର ଚତୁର୍ଥ ଥର ପାଇଁ କାମ ଆରମ୍ଭ କରିଦେଇଛି। ବର୍ତ୍ତମାନ ପାଇଁ ବିହାରରେ ରାଜନୈତିକ...