National

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ଉଦ୍ଧବ ଠାକରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଦିନ ପୂରଣ ଅବସରରେ ଅଯୋଦ୍ଧା ଗସ୍ତରେ ଯାଇଛନ୍ତି ଉଦ୍ଧବ...

ସ୍କର୍ପିଓ, ଟ୍ରାକ୍ଟର ମୁହାଁମୁହିଁ – ୧୩ ମୃତ, ୪ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଜାଫରଫୁରରେ ଶନିବାର ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳୁ କାଣ୍ଟିଥାନା ଅଞ୍ଚଳରେ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪...

ୟେସ୍ ବ୍ୟାଙ୍କର ଅଂଶଧନ କିଣିବ ଏସବିଆଇ

ଓଡିଶାଲାଇଭ ବ୍ୟୁରୋ ବୁଡ଼ିବ ନାହିଁ ୟେସ ବ୍ୟାଙ୍କ ଖାତାଧାରୀଙ୍କ ଜମା ଟଙ୍କା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବ। ଏନେଇ ଶନିବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା...

ମୋଦୀ ଦେଲେ କୋରାନା ଟିପ୍ସ – କହିଲେ ହାତ ନମିଳାଇ କରନ୍ତୁ ନମସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବାସୀଙ୍କ ଭୟ ବଢ଼ାଇଛି କୋରୋନା ଭାଇରସ। କିନ୍ତୁ ଏଥିରେ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କୋରୋନାକୁ ନେଇ ଆସୁଥିବା ଗୁଜବକୁ ନବିଶ୍ୱାସ କରିବା ପାଇଁ ମୋଦୀ କହିଛନ୍ତି। କାହା...

ହ୍ୱାଟ୍ସଆପରେ ଆସିଲା ଡାର୍କ ମୋଡ୍ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। କମ୍ପାନି ତାର ଆପରେ ନୂଆକରି ଡାର୍କ ମୋଡ୍ ଫିଚର ଆଣିସାରିଛି। ଏଣିକି ଆପଣ ବିନା କୌଣସି ଅସୁବିଧାରେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ। ପୂର୍ବରୁ ହ୍ୱାଟ୍ସଆପରେ କେବଳ...

ଭୁବନେଶ୍ଵରସ୍ଥିତ ଏମ୍‌କେ କନ୍‌ଷ୍ଟ୍ରକ୍ସନ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଏମ୍‌କେ କନ୍‌ଷ୍ଟ୍ରକ୍ସନ୍‌ରେ ଇଞ୍ଜିନିୟର, ସୁପର୍‌ଭାଇଜର୍‌ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୮ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ପଦବୀ ଓ ଯୋଗ୍ୟତା: କନ୍‌ଷ୍ଟ୍ରକ୍ସନ୍‌...

ସଲମାନଙ୍କ ନାୟିକା ହେବାକୁ ମନା କରିଥିଲେ ଶ୍ରଦ୍ଧା କପୁର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଶ୍ରଦ୍ଧା କପୁରଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ଏକ ବିଗ୍‌ ବଜେଟ୍‌ ଫିଲ୍ମର ଅଫର୍ ମିଳିଥିଲା। ସେହି ସମୟରେ ଶ୍ରଦ୍ଧା ବୋଷ୍ଟନ୍‌ ୟୁନିଭର୍ସିଟିରେ ପଢ଼ୁଥିଲେ।...

ଛୋଟପିଲାଙ୍କ ପାଇଁ କୋରୋନା ସତର୍କତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ବିଶ୍ଵରେ କୋରୋନା ଭାଇରସ୍‌ର ଭୟ ଖେଳିଯାଇଛି। ପ୍ରତିଦିନ ବିଭିନ୍ନ ରାଷ୍ଟ୍ରରେ ଅଧିକରୁ ଅଧିକ ରୋଗୀ ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଡଭାଇଜରି...

ବଢ଼ିବ ଜିଓ ଇଣ୍ଟରନେଟ୍ ଦାମ୍! – ୧ ଜିବିକୁ ଗଣିବେ ୧୫ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଓ ଗ୍ରାହକମାନଙ୍କ ପାଇଁ ଦୁଃଖ ଖବର ଆଣିପାରେ କମ୍ପାନି। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ (TRAI) ମୋବାଇଲ ଇଣ୍ଟରନେଟ୍‌ ଓ କଲ୍‌ ପାଇଁ ଏକ ଫ୍ଲୋର ପ୍ରାଇଜ୍‌ ଆଣିବାକୁ ଯାଉଛି।...

ୟେସ୍ ବ୍ୟାଙ୍କ୍ କାହିଁକି ହେଲା ଦେବାଳିଆ?

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଣ୍ଡରେ ହାତଦେଇ ବସିଛନ୍ତି ୟେସ୍ ଆକାଉଣ୍ଟଧାରୀ। ସେମାନଙ୍କର କଷ୍ଟ ଅର୍ଜିତ ଧନ ତାଙ୍କୁ ମିଳିବ ନାଁ ପାଣିରେ ପଡ଼ିବ ତାକୁ ନେଇ ଏବେ ସେମାନେ ଆଶା ଆଶଙ୍କା ଭିତରେ। ରିଜର୍ଭ ବ୍ୟାଙ୍କ...