ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ନଭେମ୍ବର ୧୫ରୁ ଓଡ଼ିଶାରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା...

ସୁସ୍ଥ କିଡନି ପାଇଁ ସଠିକ ଡାଏଟ୍

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=dZ91tLJnQJ8 କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡନିକୁ ସୁସ୍ଥ ରଖିବା...

ରାଜ୍ୟରୁ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଶୀର୍ଷରେ ଖୋର୍ଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ୩୫୪୩ ପଜିଟିଭ୍ କ୍ୱାରେଣ୍ଟାଇନରୁ ୨୧୬୧, ଲୋକାଲ କେସ ୧୩୮୨ ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ଜଣ ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୫୪୩ କରୋନା ପଜିଟିଭ୍‌ ଚିହ୍ନଟ...

ସାଇବର ଠକେଇର ପର୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବଡ଼ ଧରଣର ସାଇବର ଠକେଇର ପର୍ଦାଫାସ କରିଛି ଜୟପୁର ସଦର ଥାନା ପୋଲିସ। ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ ପ୍ରସ୍ତୁତ କରି ଆକାଉଣ୍ଟ ଖୋଲିବା ଏବଂ...

ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...

ପଶ୍ଚିମ ଓଡ଼ିଶାର ବିକାଶକୁ ଆହୁରି ଗତି ଦେବ ‘ବିଜୁ ଏକ୍ସପ୍ରେସ୍ ୱେ’

 ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୩...

ଆଜି ବିଜେଡି ଓ ବିଜେପିର ଦଳୀୟ ବୈଠକ, ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି।...

‘ଦମନ’ ଚଳଚ୍ଚିତ୍ରକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’କୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଓଡ଼ିଶାର ସ୍ଵାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଚିଠି ଲେଖିଛନ୍ତି। ଜିଲ୍ଲାରେ...

ଆଇପିଏଲରେ ସାମିଲ ହେବି ବୋଲି ଆତ୍ମବିଶ୍ଵାସ ଥିଲା : ଶୁଭ୍ରାଂଶୁ ସେନାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ-୨୦୨୨ରେ ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ପ୍ରଦୀପ ସେନାପତି। କ୍ରିକେଟ ପ୍ରତି ଦୁର୍ବଳତା ତାଙ୍କୁ ଆଣିଦେଇଛି ଜାତୀୟସ୍ତରରେ ସଫଳତା। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ...

ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ, ନଭେମ୍ବରରେ କୋଲକାତା ଓ ବେଙ୍ଗାଳୁରୁକୁ ଦୈନିକ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିବ। ଏଠାରୁ ନଭେମ୍ବର ମାସରେ କୋଲକାତା ଓ ବେଙ୍ଗାଳୁରୁକୁ ଇଣ୍ଡିଗୋର ଦୈନିକ ବିମାନ ଚଳାଚଳ ହେବ। ଏନେଇ ଝାରସୁଗୁଡ଼ା...