‘ଦାନା’ ପ୍ରଭାବ: ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି, ଚାଲିଛି ପୁନରୁଦ୍ଧାର କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୀଷଣ ବାତ୍ୟା ‘ଦାନା’ ଭିତରକନିକାର ହବାଳିଖଟି ନେଚର୍ କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁବାପରେ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଦକ୍ଷିଣ ବାଲେଶ୍ଵରର ବିଭିନ୍ନ...
ବାତ୍ୟା ‘ଦାନା’ ପାଇଁ ସତର୍କ ରହିଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ମୁକବିଲା ପାଇଁ ବାଲେଶ୍ଵରରେ ୩ଟି ଏନଡିଆରଏଫ୍, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ଦଳ ନିୟୋଜିତ।
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାତ୍ୟା 'ଦାନା'ର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା...
ବାଲେଶ୍ୱର ପାଇଁ ବାତ୍ୟା ବିପଦ: ଭୟଭୀତ ଜିଲ୍ଲାବାସୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବେ ତିନି ବର୍ଷରେ ତିନୋଟି ବାତ୍ୟାକୁ ସାମ୍ନା କରିଛି ବାଲେଶ୍ଵର।
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପୁଣି ଅକ୍ଟୋବରରେ ବାତ୍ୟା ଭୟ। ଏହାକୁ ନେଇ ବାଲେଶ୍ଵରବାସୀ ବିଶେଷ ସତର୍କ ରହିଛନ୍ତି। ଭାରତୀୟ ପାଣିପାଗ...
ବାଲେଶ୍ୱରର ଝିଅ ଅମ୍ବିକା ପାଇଲେ ଓଏଏସ୍: ପ୍ରଥମ ଥରରେ ହେଲେ ସଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଦିନେ ବାପା ଅଫିସର୍ ହେବେ ବୋଲି ଓଏଏସ୍ ପରୀକ୍ଷା ଦେଇଥିଲେ। ମାତ୍ର ପ୍ରିଲିମରେ କୃତକାର୍ଯ୍ୟ ହୋଇଥିବାବେଳେ ମେନ୍ ପରୀକ୍ଷାରେ ଅସଫଳ ହୋଇଥିଲେ। ହେଲେ ନିଜ ପିଲାମାନଙ୍କ...
ବାଲେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...
ଚମକୁନି ଚାନ୍ଦିପୁର ବେଳାଭୂମି ଚିତ୍ରପଟ: ଅଧାରେ ପଡ଼ିଛି ୩୦ କୋଟି ଟଙ୍କାର ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସବୁଠୁ ବିରଳ ବିଚ୍ ଭାବରେ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ। ଚାନ୍ଦିପୁରକୁ ନେଇ ହୋଇଥିବା ସମସ୍ତ ଯୋଜନା ଏବେ ମଳିନ...
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ ସମ୍ମିଳନୀର ତୃତୀୟ ସଂସ୍କରଣ...
‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ ଅନୁଷ୍ଠିତ: କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିଲା ‘ଅକ୍ଷର କଥାକାର ସମ୍ମାନ-୨୦୨୪’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ରବିବାର ‘ସାରସ୍ଵତ ସମାବେଶ’ ଆୟୋଜିତ ହୋଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ‘ଅକ୍ଷର କଥାକାର...
ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଉଦ୍ୟୋଗ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ଉଦ୍ୟୋଗ ଦିବସ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ...
ସେପ୍ଟେମ୍ବର ୩୦ରୁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ...





















