ବାଲେଶ୍ଵରକୁ ଫେରୁଛି ଶାନ୍ତି: ଆଜିଠୁ କେବଳ ରାତିରେ କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ଧରି ଅଶାନ୍ତି ହୋଇପଡ଼ିଥିବା ବାଲେଶ୍ଵର ସହରକୁ ଧୀରେ ଧୀରେ ଫେରୁଛି ଶାନ୍ତି। ସହରରେ ଲାଗିଥିବା କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ବୁଧବାରଠାରୁ କେବଳ ରାତିରେ କର୍ଫ୍ୟୁ କଟକଣା ଜାରି...
ବାଲେଶ୍ଵରରେ କୋହଳ ହେଉଛି କର୍ଫ୍ୟୁ: କେବଳ ରାତିରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁକୁ ଆଉଟିକେ କୋହଳ କରାଯାଇଛି। ବାଲେଶ୍ଵରରେ କେବଳ ରାତିରେ କର୍ଫ୍ୟୁ କଟକଣା ଲାଗୁ ହେବ। ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ କରାଯିବ ବୋଲି ବାଲେଶ୍ଵର ଜିଲ୍ଲାପାଳ ସୂଚନା...
ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ: ଆଜିଠୁ ମିଳିବ ଇଣ୍ଟରନେଟ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସୋମବାରଠାରୁ ବାଲେଲେଶ୍ଵର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ଇଣ୍ଟରନେଟ ସୁବିଧା ମିଳିବ।
ବାଲେଶ୍ଵର ସହରର ସୁନହାଟ ଅଞ୍ଚଳରେ ଜୁନ ୧୭ ତାରିଖରେ ଦୁଇ...
ଜୁଲାଇ ୨୭ରେ କହ୍ନେଇଲାଲ ସ୍ମୃତି ସମାରୋହ: ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ ପାଇବେ କହ୍ନେଇ କଥା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର କହ୍ନେଇଲାଲ ସ୍ମୃତି ସଂସଦ ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ କହ୍ନେଇ କଥା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଯୁବ...
ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ: ସହରବ୍ୟାପୀ କର୍ଫ୍ୟୁ ଜାରି, ରାସ୍ତାଘାଟ ସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ସହରର ସୁନହାଟ ଅଞ୍ଚଳରେ ସୋମବାର ହୋଇଥିବା ସଂଘର୍ଷରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ...
ବାଲେଶ୍ଵର: ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ‘ହୋରାଇଜନ୍’ ପାଠକ ସନ୍ଧ୍ୟା ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ 'ହୋରାଇଜନ୍' ନାମକ ପାଠକ ସନ୍ଧ୍ୟାର ଆୟୋଜିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ସୋମବାର ସ୍ଥାନୀୟ ‘ଆତିଥ୍ୟ’...
ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଲା: ଜାଣନ୍ତୁ କେମିତି ଥିଲା ସେହି ଛାତିଥରା ଦୁର୍ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Es9VW9ExB_Q&t=2s
ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ବର୍ଷେ ପୂରିଛି। ୨୦୨୩ ମସିହା ଜୁନ ୨ ତାରିଖ ଶୁକ୍ରବାରର ସେହି କାଳ ରାତି ଆଜି ଯାଏଁ ମଧ୍ୟ କାହାରି ମନରୁ ଲିଭି ନାହିଁ। ସେଦିନ ବାଲେଶ୍ଵର...
ବିଧାନସଭା ନିର୍ବାଚନ: କାହାର ହେବ ବାଲେଶ୍ଵର?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗତ ସାଧାରଣ ନିର୍ବାଚନରେ ବିଜେପି କବ୍ଜାରେ ଥିଲା ବାଲେଶ୍ଵର ବିଧାନସଭା ନିର୍ବାଚନମଣ୍ଡଳୀ। କିନ୍ତୁ ଉପ ନିର୍ବାଚନରେ ପୁଣି ଛଡ଼ାଇ ନେଇଥିଲା ବିଜେଡି। ଉପନିର୍ବାଚନରେ ବିଜେଡି ଓ ବିଜେପିର ପ୍ରାର୍ଥୀ ଏଥର...
ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ପାର୍ଟନରସିପ୍ ଚାଲିଛି – ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ସେ ବାଲେଶ୍ଵରର ସିମୁଳିଆରେ ଦଳୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଲୋକସଭା ଓ ବିଧାନସଭା...
ପ୍ରତାପ-ଲେଖାଶ୍ରୀ-ଶ୍ରୀକାନ୍ତ: କାହାର ହେବ ବାଲେଶ୍ଵର ଲୋକସଭା ଆସନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=7pRpm_x6VwQ&t=79s
ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର।
ବାଲେଶ୍ୱର ଲୋକସଭା କ୍ଷେତ୍ରରେ...


















