ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ibtlo17sUvs ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଓଡ଼ିଶାର ଏକ ଅନନ୍ୟ ସାଂସ୍କୃତିକ ପରିଚୟ। ଏହି ଅବସରରେ ଆରମ୍ଭ ହୁଏ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହୁଏ ମଥୁରାନଗରୀ। ଏହି...

କଂସ ବଧ ସହିତ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ କଂସ ବଧ ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୭ତମ ସଂସ୍କରଣ। ଏହି ଅବସରରେ କଂସଙ୍କ ରାଜଦରବାରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ: ଆଜି କଂସ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vgOhS5ho9WY ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ...

ଧନୁଯାତ୍ରା ଆସିଲେ କଳାକୁଞ୍ଜକୁ ମନେ ପକାନ୍ତି ବରଗଡ଼ବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମହାରାଜ କଂସଙ୍କ ଦରବାରରେ ରାଜଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ମହୋତ୍ସବ ଆରମ୍ଭରୁ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। କଂସ ମହାରାଜଙ୍କ ଶାସନ ଓ କୃଷ୍ଣପ୍ରେମରେ ବିଭୋର ହେଉଛନ୍ତି ହଜାର ହଜାର...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୁତନା ବଧ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=TwaAeNAx2q8 ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ଧନୁଯାତ୍ରା। ବରଗଡ଼ ସହରରେ ଚାଲିଛି ମଥୁରା ନରେସ ମହାରାଜା କଂସଙ୍କ ରାଜୁତି। ମହାରାଜ କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁରରେ...

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଲମ୍ବା ଇତିହାସ 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍‌’ର ସ୍ୱତନ୍ତ୍ର ପ୍ରୟାସ। ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’। ବିଶ୍ୱ ପ୍ରସିଦ୍ଧ ବରଗଡ଼...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମହାରାଜା କଂସ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ତେବେ ଏହି ପୋଷାକ କିଏ ତିଆରି କରନ୍ତି? କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ ଚେନ୍ନାଇରୁ ଆସେ ରତ୍ନ ପଥର ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା।...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମନୋରମ ପରିବେଶ ସୃଷ୍ଟି କଲା ରାଧାକୃଷ୍ଣଙ୍କ ନାବକେଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ...

କଳା-କଳାକାର-ଦର୍ଶକଙ୍କ ତ୍ରିବେଣୀ ସଙ୍ଗମ: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ସିନେମା, ଥିଏଟର ଯିବା ବଦଳରେ ଲୋକେ ଏବେ ମନୋରଞ୍ଜନ ପାଇଁ ସୋସିଆଲ୍ ମିଡିଆକୁ ବାଛି ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ବ୍ୟବହାର ସତ୍ତ୍ଵେ ଲୋକେ ‘ଧନୁଯାତ୍ରା’କୁ ଭୁଲି ନାହାନ୍ତି। ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ଲକ୍ଷ ଲକ୍ଷ ଦର୍ଶକ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୧୧ ଦିନ ଧରି ଚାଲେ। ବିଶ୍ଵର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ମହାନାୟକ ସାଜନ୍ତି ଦ୍ଵାପର ଯୁଗର ଖଳନାୟ ମହାରାଜା କଂସ।...