ଜାଣନ୍ତୁ, କେମିତି ଆବିର୍ଭାବ ହୋଇଥିଲେ ମା’ କଟକଚଣ୍ଡୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକଚଣ୍ଡୀ ପୂଜା ପାଇଆସୁଛନ୍ତି।
କଟକରେ...
ଘିଅ ଢାଳିଲେ ଭର୍ତ୍ତୃହରି: ପୁଣି ଜଳିଲା ରେଭେନ୍ସା ନିଆଁ
ମିନତି ମିଶ୍ର
ଲିଭି ଆସୁଥିବା ନିଆଁ ପୁଣି ଜଳିବାକୁ ଆରମ୍ଭ କରିଛି। ପୁଣି ତେଜିଛି ରେଭେନ୍ସା ବିବାଦ। ଏ ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ନିଜ ସମ୍ପାଦକୀୟ ‘ଧ୍ୱନି ପ୍ରତିଧ୍ୱନି’...
ଗିରଫ ହେଲେ କୋଟିପତି ବିଡିଓ ପ୍ରଦୀପ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
ବୁଧବାର ଦିନ ପ୍ରଦୀପ କୁମାର ସାହୁଙ୍କ ଭୁବନେଶ୍ଵର...
ଭିଜିଲାନ୍ସ ହାବୁଡ଼ରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ପ୍ରଦୀପ କୁମାର ସାହୁଙ୍କ ବାସଭବନ ସମେତ...
କେରଳର ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ମୃତ, ଏବେ ବି ନିଖୋଜ...
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ପ୍ରଳୟଙ୍କରୀ ଭୂସ୍ଖଳନ ଯୋଗୁଁ ମଙ୍ଗଳବାରଠାରୁ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ଦିନ ସୂଚନା...
ମହଙ୍ଗା ପଡ଼ିଲା ସବସିଡି ଲୋଭ: କୃଷକ କାର୍ଡ କରାଇଦେବାକୁ କହି ଚାଷୀଙ୍କଠାରୁ ଠକି ନେଲେ ୭୧ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜକୁ କୃଷି ଅଧିକାରୀ ପରିଚୟ ଦେଇ ଚାଷୀଙ୍କ ଘରେ ପଶୁଛନ୍ତି, ବିହନ, ସାର ଏବଂ କୀଟନାଶକ ଔଷଧ ଆଦି ଉପରେ ସବସିଡି ମିଳିବ କହି ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି ଦୁର୍ବୃତ୍ତ।...
କୁଏତ୍ ଅଗ୍ନିକାଣ୍ଡ: ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ଓଡ଼ିଆଙ୍କ ମୃତ ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଏତରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତ ଦେହ ଶନିବାର ସକାଳେ ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା...
କଟକ: ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ହାବିଳଦାରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜବତ ବୋମାକୁ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ। ମୃତକ ହେଉଛନ୍ତି ହାବିଳଦାର...
ବାରବାଟୀ-କଟକ: ବାପାଙ୍କ ଗଡ଼ ଜଗିଲେ ଝିଅ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବାରବାଟୀ-କଟକ ବିଧାନସଭା ଆସନରେ ଏଥର ରୋଚକ ଚିତ୍ର ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି। ସେ ତାଙ୍କ ବାପା ମହମ୍ମଦ ମୋକିମଙ୍କ ଗଡ଼କୁ...
ଭବିଷ୍ୟତରେ ଭଲ ଅଧ୍ୟାପିକା ହୋଇ ଶିକ୍ଷାର ବିକାଶ ପାଇଁ କାମ କରିବି – ସମୀକ୍ଷା ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଯୁକ୍ତ ୨ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଛାତ୍ରୀ ସମୀକ୍ଷା ନନ୍ଦ। ସେ ଯୁକ୍ତ ୨ କଳା ବିଷୟରେ ୯୩.୧୬ ପ୍ରତିଶତ ନମ୍ବର ରଖିଛନ୍ତି। ତାଙ୍କର ଏହି ଉପଲବ୍ଧି...