କାଦୁଅ ବିଲରେ ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କିଛି ଜିଲ୍ଲାପାଳମାନେ ଅଚାନକ ସ୍କୁଲ ଗସ୍ତ କରି ପିଲାଙ୍କୁ ପାଠ ପଢ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏକ ନୂଆ ରୂପରେ...