ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ରହିତାଦେଶ ଲାଗିଛି। ଫେବ୍ରୁଆରି ୧ ତାରିଖରେ ଆସିଥିବା ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଛନ୍ତି...

ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ: ଆଜି ବସିଲା ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଏହାପୂର୍ବରୁ ବୁଧବାର ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିର ଶାସକ ଦଳ ସହ ରାଜ୍ୟର...

ଫେବ୍ରୁଆରି ୨୬ରେ ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିରେ ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ଏନେଇ ମଙ୍ଗଳବାର ମନ୍ଦିରରେ...

ଡାକ ବିଭାଗରେ ୨୧ ହଜାରରୁ ଅଧିକ ‘ଗ୍ରାମ୍ୟ ଡାକ ସେବକ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୨୧ ହଜାର ୪୧୩ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ...

ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ସଭାପତି ନିଯୁକ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ।...

କେମିତି ଓସିଏସ୍ ପରୀକ୍ଷାରେ ସଫଳ ହେଲେ ଅନନ୍ୟା ଗରାବଡ଼ୁ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=a-YXO2oZjm4&t=199s ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଅନନ୍ୟା ଗରାବଡ଼ୁ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୮ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅନନ୍ୟା। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି...

ଫେବ୍ରୁଆରି ୧୫ ସୁଦ୍ଧା ଇ-କେଓ୍ଵାଇସି ନହେଲେ କଟିଯିବ ରାସନକାର୍ଡ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ରାସନକାର୍ଡ ଇ-କେୱାଇସି ଜାରି ରହିଛି। ଫେବ୍ରୁଆରି ୧୫ ତାରିଖ ମଧ୍ୟରେ ହିତାଧିକାରୀମାନଙ୍କୁ ଇ-କେୱାଇସି କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଇ-କେୱାଇସି ଅପଡେଟ ପାଇଁ ଆବେଦନ କରିନଥିଲେ ଆଉ...

ହୋଇପାରୁନି ନିଷ୍ପତ୍ତି: କିଏ ହେବେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ବି ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ନୂଆ ମୁଖିଆ। ରାଜ୍ୟରେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।...

ଓଡ଼ିଶାରେ ବଢ଼ିବ ଏନସିସି କ୍ୟାଡେଟଙ୍କ ସଂଖ୍ୟା, ଖୋଲିବ ୩ଟି ନୂଆ ଟ୍ରେନିଂ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବାକୁ ଯାଉଛି ଏନସିସି କ୍ୟାଡେଟଙ୍କ ସଂଖ୍ୟା। ରାଜ୍ୟରେ ଆହୁରି ୩ଟି ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିବ। ଏନେଇ ମଙ୍ଗଳବାର ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ମୁଖ୍ୟମନ୍ତ୍ରୀ...

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ। ତହସିଲଦାର ବିଦ୍ୟାଧର...