ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ପ୍ରଜ୍ଞା ପାରଙ୍ଗମାଙ୍କ ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=bTt0jxE0Rc8&t=14s ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ...

ଓଡ଼ିଶାରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହ: କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ...

ସୁଭଦ୍ରା ଅପଡେଟ୍: ୨୦ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆଉ ଏକ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଖୁବଶୀଘ୍ର ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ...

ବାଲେଶ୍ଵର: ସରିଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ ପୋଲିସ ଲାଇନ ପଡ଼ିଆରେ ୬ଦିନ ଧରି ଚାଲିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଉଦଯାପିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଜାତୀୟ ଶିକ୍ଷା ନୀତି: ଏଣିକି ୬ ବର୍ଷ ହୋଇନଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବନି ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏଣିକି ପିଲାଙ୍କୁ ୬ ବର୍ଷ ବୟସ ହୋଇନଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବନି ଅନୁମତି। ଜାତୀୟ ଶିକ୍ଷା ନୀତି...

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-0zDuScOwTI&t=68s କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍‌ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ସେହିପରି ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ଏହା ହୃଦ୍‌ ରୋଗର...

ଓଡ଼ିଶା ପୋଲିସରେ ୯୩୩ଟି ପଦବୀରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ ଓ ଜେଲ୍ ବିଭାଗରେ ଖାଲିଥିବା ୯୩୩ଟି ସବ ଇନ୍ସପେକ୍ଟର...

ବାଲେଶ୍ଵର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟଗ୍ରାମରେ କମ୍ବଳ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜ ପୋଷ୍ୟଗ୍ରାମଗୁଡ଼ିକରେ ଶୀତବସ୍ତ୍ରୀ ଓ କମ୍ବଳ ବଣ୍ଟନ କରାଯାଇଛି। ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢ଼ୀ ସହ ଫୁଲକିଆରି ସାହି, ମଖାପଦା...

ଜାନୁଆରି ୨୪ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ – ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାନୁଆରି ୨୪ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିରେ ହିତାଧିକାରୀମାନେ ଉଭୟ...

ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବ। ଚିଲିକାରେ ଥିବା ବିରଳ ପ୍ରଜାତିର ଇରାଓ୍ଵାଡି ଡଲଫିନ ଗଣନା ପାଇଁ ନିୟୋଜିତ...