Lokaseva Bhawan

ହଟିଲା କଟକଣା, ଲୋକସେବା ଭବନରେ ପ୍ରବେଶ କରିପାରିବେ ସାମ୍ବାଦିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ବାଦିକମାନଙ୍କ ପାଇଁ ଲୋକସେବା ଭବନ ପ୍ରବେଶ ଉପରେ ଲାଗିଥିବା କଟଣାକୁ ହଟାଇଛନ୍ତି ରାଜ୍ୟ ସରକାର। ଏଣିକି ଲୋକସେବା ଭବନ ମଧ୍ୟକୁ ପ୍ରବେଶ କରି ଖବର ସଂଗ୍ରହ କରିପାରିବେ ସାମ୍ବାଦିକ। ଖବରକାଗଜ ଏବଂ ଟେଲେଭିଜନର...

କାହିଁକି ସକାଳୁ ସକାଳୁ ହୁଏ ହାର୍ଟ ଆଟାକ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=AJ2arXYMeDY ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ସମସ୍ୟା ହୋଇଗଲାଣି। କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖିବାକୁ ମିଳିଥାଏ। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ...

ନୂଆବର୍ଷ: ଭୁବନେଶ୍ଵରରୁ ଲକ୍ଷ୍ନୌ, ଜୟପୁର, ଇନ୍ଦୋର, କୋଚି ଓ ଡେରାଡୁନକୁ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ଉଡ଼ିବ ବିମାନ। ନୂଆବର୍ଷରେ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର ଓ ଝାରସୁଗୁଡ଼ା। ଭୁବନେଶ୍ଵର...

ଓଡ଼ିଶାରେ ଆଜିଠାରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଆଗକୁ ୩ରୁ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...

ମୟୂରଭଞ୍ଜ: ମହୁମାଛି ଆକ୍ରମଣରେ ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଞ୍ଜିନିୟର ବିଶ୍ଵନାଥ ମୁର୍ମୁ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବିଶ୍ଵନାଥ ମୁର୍ମୁ ରାଇରଙ୍ଗପୁରସ୍ଥିତ ସରକାରୀ ବାସଭବନରୁ ତିରିଂ...

ଡାଏବେଟିସ୍‌କୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=m8nl_gjGgDw ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ: କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ଚାଲିଗଲା ୩ ଜଣଙ୍କର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ। କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର, ଜଣେ ମହିଳା ଓ ଶିଶୁ...

ଫେବ୍ରୁଆରିରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ସହ ଆରମ୍ଭ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା – ସ୍ୱାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୫ ଫେବ୍ରୁଆରି ମାସରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର ସାଢ଼େ...

“୨୦୨୫ରେ ୩ ଥର ମିଳିବ ‘ସୁଭଦ୍ରା’ ଯୋଜନା ଟଙ୍କା”

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୫ରେ ‘ସୁଭଦ୍ରା’ ଯୋଜନାରେ ୩ ଥର ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ। ଏ ନେଇ ସୋମବାର ଦିନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା: କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ କେବଳ...