ଓଡ଼ିଶାରେ ଆଉ ୨୪ ଘଣ୍ଟା କାଚିବ, କାଲିଠୁ କମିବ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୨୪ ଘଣ୍ଟା ଧରି ବର୍ଷା ଜାରି ରହିବ।...
ୟୁରୋ-ବଲକାନ କପ୍ ୱିଣ୍ଟର ଗେମ୍ସ: ଭାରତରୁ ପ୍ରତିନିଧିତ୍ଵ କରିବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ...
ଓଡ଼ିଶାରେ ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ – ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୫ ଜାନୁଆରି ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନକାର୍ଡ଼ ଯୋଗାଇ ଦିଆଯିବା। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ...
ବଙ୍ଗୋପସାଗରରେ ଅବପାତ: ରାଜ୍ୟରେ ଲାଗି ରହିଛି ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୨୪ ଘଣ୍ଟା ରାଜ୍ୟରେ...
ସଙ୍ଗୀତ ସାଧନାର ବାଟ ନଥିଲା ସହଜ: ବମ୍ବେରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ କରୁଥିଲେ ସଂଘର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rt-6CTZXVEY
ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ଓଡ଼ିଶୀ ସଙ୍ଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକ ଗୀତ, ପଲ୍ଲୀଗୀତ ତଥା ଭକ୍ତି ସଙ୍ଗୀତର ଏକ ଶୁଦ୍ଧ ଓ ଶ୍ରୁତି...
ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୁଇ ଇନ୍ସପେକ୍ଟର। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁଇ ବୟନ ଶିଳ୍ପ...
ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ପାଇବେ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ମିଳିବ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର। ୨୦୨୪ ବର୍ଷ ପାଇଁ ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ...
ନୂଆ ୱେବସାଇଟର ଶୁଭାରମ୍ଭ କଲା ‘ଓରେରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଏକ ନୂଆ ୱେବସାଇଟର ଶୁଭାରମ୍ଭ କରାଯାଇଛି। ଏହାର ନାଁ ‘ଓରେରା ଭର୍ସନ ୨.୦’ ରହିଛି। ଶୁକ୍ରବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓରେରାର...
ବାଲେଶ୍ୱର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ୮୪ ପ୍ରକଳ୍ପ ପ୍ରଦର୍ଶିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଷୟବସ୍ତୁ ଉପରେ ମୋଟ ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ...
ବାରମ୍ବାର ପରିସ୍ରା ଲାଗୁଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=AtuVPLVzrU0
ଓଭରଆକ୍ଟିଭ୍ ବ୍ଲାଡର ଏକ ସାଧାରଣ ସମସ୍ୟା। ଏଥିଯୋଗୁଁ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥାଏ।
ତେବେ ଓଭରଆକ୍ଟିଭ ବ୍ଲାଡର କ’ଣ,...





















