ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟରେ ଆଉ ୨ ଦିନ ଯାଏଁ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ବଢ଼ି ଶୀତ କମ୍ ଅନୁଭୂତ ହେଉଛି। ଆହୁରି...
ଉଠୁଛି ପଡୁଛି ଦିଲ୍ଲୀ: ତେଜିଲା ଠେଲାପେଲା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଜିଲାଣି ସଂସଦ ପରିସରର ଠେଲାପେଲା ରାଜନୀତି, ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି
ସଂସଦ ଭବନ ପରିସରରେ ଠେଲାପେଲା ସମୟରେ ରାହୁଲ ଗାନ୍ଧୀଙ୍କ ଧକ୍କାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ...
ଆଲୋଚନାର ଗନ୍ତାଘର
ଭାସ୍କର ପରିଚ୍ଛା
"ପ୍ରଫେସର ବୈଷ୍ଣବ ଚରଣ ସାମଲ (୧୯୩୬) ଜଣେ ଶ୍ରଦ୍ଧାଶୀଳ ଜ୍ଞାନଦୀପ୍ତ ମଣିଷ। ନିଜସ୍ଵ ସାଧନାରେ ଭାସ୍କର। ଜାତୀୟ ଅସ୍ମିତା ଓ ସାଂସ୍କୃତିକ ଚେତନାରେ ରୁଦ୍ଧିମନ୍ତ। ଅନଅହଂବାଦୀ, ସଙ୍କଳ୍ପସିଦ୍ଧ ଏହି ମଣିଷଟି...
୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିସେମ୍ବର ୨୮ ତାରିଖରେ ଓଡ଼ିଶା ଆସି ଦୁଇ ଦିନ ରହିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅମିତ...
ଶ୍ରୀମନ୍ଦିରରେ ଲାଗୁ ହେଲା ଡ୍ରେସକୋଡ: ଏବେ ଆନନ୍ଦବଜାର ଦିଶିବ ଗେରୁଆ ଗେରୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସକୋଡ। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନଙ୍କ ପାଇଁ ଏହି ଡ୍ରେସକୋଡ କରାଯିବ। ଏଣିକି ଗେରୁଆ ରଙ୍ଗର ପୋଷାକ ପିନ୍ଧିବେ ମହାପ୍ରସାଦ ବିକେତ୍ରା ଏବଂ...
ଆପଣଙ୍କ ପିଲା ଅଧିକ ରାଗି ଯାଉଛି କି, ଜାଣନ୍ତୁ କେମିତି ସମ୍ଭାଳିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=o5tYsGlVT98
ମଣିଷ ଭିତରେ ବିଭିନ୍ନ ପ୍ରକାର ଭାବନା ଥାଏ। ସେଥିମଧ୍ୟରୁ ରାଗ ବି ଏକ ପ୍ରକାର ଭାବନା। ଅନ୍ୟମାନଙ୍କ ଭଳି ପିଲାମାନେ ବି ରାଗ ପ୍ରକାଶ କରିଥାଆନ୍ତି। ଏଭଳି ପରିସ୍ଥିତିରେ ନିଜ...
କମିଲା ଶୀତ: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କୁହୁଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଏବେ ଶୀତ ସାମାନ୍ୟ କମିଛି। ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟର କିଛି ସ୍ଥାନରେ ହାଲୁକା...
ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ଭାଗ ନେଲେ ୩୦୦ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ...
ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ପ୍ରବନ୍ଧ ପୁସ୍ତକ ‘ଭୂତି...
ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେଲା ଚତୁର୍ଥ କିର୍ତ୍ତୀଧାରା ରବି ନାରାୟଣ ସ୍ମାରକୀ ବକ୍ତୃତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ବାଲେଶ୍ଵର ଜିଲ୍ଲାର ଜନପ୍ରିୟ ବ୍ୟକ୍ତିତ୍ୱ ରବି ନାରାୟଣଙ୍କ ସ୍ମୃତିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ଵାରା ଚତୁର୍ଥ କିର୍ତ୍ତୀଧାରା ସ୍ମାରକୀ ବତ୍କୃତା...





















