ଭୁବନେଶ୍ଵରରେ ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ ମେଗା ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ (ଆଇଆରସି) ମହାକୁମ୍ଭ। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ୮୪ତମ ରୋଡସ୍ କଂଗ୍ରେସ ସମାବେଶକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ...

ଓଡ଼ିଶାରେ କାହିଁକି ରହିଗଲେ ଝିଲିକ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=aIxdMh8jJgo ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଝିଲିକ ଭଟ୍ଟାଚାର୍ଯ୍ୟ। ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ’ ଦେଇଥିଲା ଝିଲିକଙ୍କୁ ନୂଆ ପରିଚୟ। ଓଡ଼ିଆ ସିନେମାରେ ଅଭିନୟ ପାଇଁ ଅଫର ଆସିଲା ପରେ ଝିଲିକ ଖୁସି...

କଟକ ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକ): କଟକର ଐତିହାସିକ ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ହୋଇଯାଇଛି। ଲୋକଙ୍କୁ ସୁଲଭ ମୂଲ୍ୟରେ ବସ୍ତ୍ର ଯୋଗାଇ ଦେବା ଲକ୍ଷ୍ୟରେ ବାଲିଯାତ୍ରାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳାର...

ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...

ରୁମାଟଏଡ୍ ଆର୍ଥ୍ରାଇଟିସ୍ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Fcu6OilOF_M ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍‌ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି...

ନରସିଂହ ମିଶ୍ର କହିଲେ – ବିଜୁବାବୁଙ୍କ ସହ କେମିତି ସମ୍ପର୍କ ହେଲା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=x93Dt3fmBSU ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୬ ଦଶନ୍ଧିରୁ ଅଧିକ ଦିନ...

ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...

କାହିଁକି ଦେବାଳିଆ ହୋଇଗଲେ ମଧୁସୂଦନ ଦାସ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_Fqb9z82ZZI ଉତ୍କଳର ବରପୁତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁସୂଦନ ଦାସଙ୍କ ଶେଷ ଜୀବନ ଚରମ ଆର୍ଥିକ ଦୁଃସ୍ଥିତି ଭିତରେ କଟିଥିଲା। ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ...