ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ମାର୍ଗଶିର କୃଷ୍ଣ ଦ୍ଵାଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ପୁଣି ଛୁଟି ମାଗିଲେ ସୁଜାତା, ସରକାର କହିଲେ ‘ନା’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଜାତା କାର୍ତ୍ତିକେୟନଙ୍କ ପୁନଃ ଛୁଟି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର। ଗତ ମେ’ ୩୧ ତାରିଖରୁ ୬ ମାସ ଛୁଟିରେ ଥିବା ସୁଜାତା କାର୍ତ୍ତିକେୟନ ପୁଣି ୬ ମାସ ଛୁଟି...

ଗର୍ଭାବସ୍ଥାରେ ଧଳାସ୍ରାବ କାହିଁକି ହୁଏ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Ptgrz_oFKhI ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ଵାଭାବିକ। ହେଲେ କେତେକ ସମୟରେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଥାଏ। ଗର୍ଭାବସ୍ଥାରେ କାହିଁକି ଧଳାସ୍ରାବ ହୁଏ, କେତେବେଳେ...

୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ବର୍ଷ ୨୦୨୪-୨୫ ଲାଗି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ୧୨ ହଜାର ୧୫୬ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର...

ଓଡ଼ିଶାରେ ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଓଡ଼ିଶା ସମେତ ଦେଶର ୪ଟି ରାଜ୍ୟର ମୋଟ ୬ଟି ଆସନ ଲାଗି ଉପନିର୍ବାଚନ...

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ‘ବାସନା ଚାଉଳ’

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର): ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ...

ଅସହ୍ୟ ବେକ ବିନ୍ଧା ହେଉଥିଲେ କରନ୍ତୁ ଏହି ଏକ୍ସରସାଇଜ  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pFhh-j98pUc ବର୍ତ୍ତମାନ ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଧୀରେ ଧୀରେ ଏହି ସମସ୍ୟା ଜଟିଳ ରୂପ ନେଇ ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌ରେ ପରିଣତ...

ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ...

ଶୀତଦିନେ କେମିତି ନେବେ ତ୍ଵଚାର ଯତ୍ନ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lqVlVb6TJKQ ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା...

ଫିଟୁନି ବାଟ, କିଏ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ବି ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ନୂଆ ମୁଖିଆ। ରାଜ୍ୟରେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।...