କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେତକୀ ଫାଉଣ୍ଡେସନର...

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Da06a-acxJg “ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା ‘ଦାନା’। ପୂର୍ବରୁ ଆମେ ଅନେକ ବାତ୍ୟା ଦେଖିଛେ ଏବଂ ସଫଳତାର ସହ ତା’ର ମୁକାବିଲା କରିଛେ। ଆସିବାକୁ ଥିବା ବାତ୍ୟାକୁ ନେଇ କେହି ଭୟଭୀତ...

ବାତ୍ୟା ‘ଦାନା’ ପାଇଁ ସତର୍କ ରହିଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ମୁକବିଲା ପାଇଁ ବାଲେଶ୍ଵରରେ ୩ଟି ଏନଡିଆରଏଫ୍, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ଦଳ ନିୟୋଜିତ। (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାତ୍ୟା 'ଦାନା'ର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା...

ଅକ୍ଟୋବର ୨୩ ସନ୍ଧ୍ୟା ୬ଟା ସୁଦ୍ଧା ବାତ୍ୟା ଅପଡେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଅକ୍ଟୋବର ୨୪ ତାରିଖ ରାତିରେ କିମ୍ବା ୨୫ ତାରିଖ ସକାଳ ବେଳକୁ ଏହା ଭୀଷଣ...

ବାତ୍ୟା ‘ଦାନା’ ପାଇଁ ବିଭିନ୍ନ ଜିଲ୍ଲାରେ ହେଲ୍ପଲାଇନ ନମ୍ବର ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ କରିଛନ୍ତି ରାଜ୍ୟ ସରକାର। ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କ'ଣ ରହିଛି ଟୋଲ୍ ଫ୍ରି...

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଦାନା!

ଓଡ଼ିଶାଲାଇଭ୍ ବ୍ୟୁରୋ ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ବାତ୍ୟା ‘ଦାନା’କୁ ନେଇ ଆସିଛି ସ୍ପଷ୍ଟ ଚିତ୍ର। ଭିତରକନିକା ଓ...

କ୍ୟାବିନେଟ୍ ବୈଠକ: ୬ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।...

ବାତ୍ୟା ‘ଦାନା’ ପାଇଁ ଓସିଏସ୍ ପ୍ରିଲିମିନାରି ପରୀକ୍ଷା ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଦାନା’ ପାଇଁ ୨୦୨୪ ଓଡ଼ିଶା ସିଭିଲ୍ ସର୍ଭସ ପ୍ରିଲିମିନାରି ପରୀକ୍ଷା ସ୍ଥଗିତ ରହିବ। ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବା ଓସିଏସ ପ୍ରିଲିମିନାରି ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ବୁଧବାର...

ଅକ୍ଟୋବର ୨୩ ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଅକ୍ଟୋବର ୨୪ ତାରିଖ ରାତିରେ କିମ୍ବା ୨୫ ତାରିଖ ସକାଳ ବେଳକୁ ଏହା ଭୀଷଣ...

ବାତ୍ୟା ଖବର ପରେ ପରିବା ବଜାରରେ ମହଙ୍ଗା ଝଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ବଜାରରେ ବାତ୍ୟା ପ୍ରଭାବ। ସମ୍ଭାବ୍ୟ ବାତ୍ୟା ସୂଚନା ପାଇବା କ୍ଷଣି ପରିବା ଦର ହେଉଛି ଆକାଶ ଛୁଆଁ। ପରିବା ଦର ନିର୍ଦ୍ଧରିତ ମୂଲ୍ୟଠାରୁ ଢେର ବଢ଼ିବା ସହ ବଜାରରେ ପରିବା...