ସିବିଏସଇର ନୂଆ ନିୟମ: ୭୫ ପ୍ରତିଶତରୁ ଉପସ୍ଥାନ କମିଲେ ଦେଇ ହେବନି ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ର ନୂଆ ନିୟମ, ଏଣିକି ଉପସ୍ଥାନ ୭୫ ପ୍ରତିଶତରୁ କମିଲେ ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ବୋର୍ଡ ପରୀକ୍ଷା...

ଚର୍ମ ଆଲର୍ଜି କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2QUuE-nHosA ତ୍ୱଚାରେ ଆଲର୍ଜି ବିଭିନ୍ନ କାରଣରୁ ହୋଇପାରେ। କିଛି ଲୋକଙ୍କୁ କୌଣସି ଖାଦ୍ୟରୁ ଆଲର୍ଜି ହୋଇଥାଏ। ଅନ୍ୟ କିଛି ବ୍ୟକ୍ତିଙ୍କଠାରେ ଅଳଙ୍କାର, ସୂର୍ଯ୍ୟ କିରଣରୁ ବା କୌଣସି କାରଣ ନଥାଇ ମଧ୍ୟ...

ଭୁବନେଶ୍ୱର ସେଦିନ ଓ ଆଜି 

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6h7ttuoVG1g ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...

ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ନେଇ ରାଜ୍ୟ ସରକାର ଓ ଗୁଗୁଲ୍ ଇଣ୍ଡିଆ ମଧ୍ୟରେ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ଡିଜିଟାଲ୍ ପ୍ଲାଟଫର୍ମ ତଥା ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ। ଏହା ଦ୍ଵାରା ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।...

ଓଡ଼ିଶା ପୋଲିସରେ ୧୩୬୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ଅକ୍ଟୋବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୧୩୬୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...

ରାଜଧାନୀ ଭୁବନେଶ୍ୱରରେ ରାବଣ ପୋଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=SaRim_Gv0xI ବିଜୟା ଦଶମୀରେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ରାବଣପୋଡ଼ି ଉତ୍ସବ। ଏହି ଅବସରରେ ଆକର୍ଷଣୀୟ ଆତସବାଜିର ଝଲକ୍ ଦେଖିବାକୁ ମିଳିଲା। ରାବଣ ପୋଡ଼ି ପାଇଁ କମ୍ପିଥିଲା ବରମୁଣ୍ଡା ପଡ଼ିଆ। ରାବଣ...

କଟକ ଖାନନଗରରେ ଆକର୍ଷଣ ଥିଲା ବୈଷ୍ଣୋ ମାତା ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=HSSkW22swRs ଏଥର ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ କମିଟି ପକ୍ଷରୁ ନୂଆ ଥିମରେ ତିଆରି ହୋଇଥିଲା ବୃନ୍ଦାବନର ବୈଷ୍ଣୋ ଦେବୀ...

ଅସହ୍ୟ ଗୋଇଠି ବ୍ୟଥାକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fhxxjcqT-q0 ଗୋଇଠି ବ୍ୟଥାର ସାଧାରଣ କାରଣ ହେଉଛି ମୋଟାପଣ, ଅଧିକ ସମୟ ଠିଆ ହେବା ଏବଂ ଭୁଲ ଆକାରର ଜୋତା ପିନ୍ଧିବା କିମ୍ବା ଗୋଇଠିରେ ଆଘାତ ଲାଗିବା। ତେବେ ଗୋଇଠି ଯନ୍ତ୍ରଣାକୁ ଚିହ୍ନିବା...

“ଯେଉଁମାନଙ୍କୁ ଅଣନିଶ୍ଵାସୀ ଲାଗୁଛି, ସେମାନେ ବିଜେଡି ଛାଡ଼ିଦେବା ଉଚିତ”

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ୁଛି ବିଜେଡି କନ୍ଦଳ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୀମା ଟପିବାକୁ ଲାଗିଛି। ଆଜି ଏମିତି କିଛି ଦେଖିବାକୁ ମିଳିଛି। ବରିଷ୍ଠ ନେତା...

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଶ୍ୱୀନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ନୀତି...