ଏଥର ଦୁର୍ଗାପୂଜା ଆକର୍ଷଣ: ରାଉରକେଲା ସେକ୍ଟର ୨୦ରେ ବିଜୁବାବୁଙ୍କ ଡାକୋଟା ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=9JQf1g8F8l4 ଦୁର୍ଗାପୂଜା ପାଇଁ ଉତ୍ସବମୁଖର ରାଉରକେଲା ସହର। ଷ୍ଟିଲ ସିଟି ରାଉରକେଲାରେ ଜମୁଛି ଦୁର୍ଗାପୂଜା ମାହୋଲ। ସେକ୍ଟର ୨୦ ରାଇଜିଂ ପଡ଼ିଆରେ ପାଳନ ହେଉଥିବା ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବିଜୁବାବୁଙ୍କ ଡାକୋଟା...

ଓଡ଼ିଶାରେ ‘ରେରା’ ଆଇନରେ ହେବ ପରିବର୍ତ୍ତନ – ରାଜସ୍ଵ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ‘ରେରା’ ଆଇନରେ ହେବ ପରିବର୍ତ୍ତନ। ଏହି ଆଇନକୁ ଆହୁରି ସରଳ କରାଯିବ। ଏବେ ଲୋକେ ସେମାନଙ୍କ ଜମିର କିଛି ଅଂଶ ମଧ୍ୟ ବିକି ପାରିବେ। ରାଜସ୍ୱ ବିଭାଗ ସହ ଆଲୋଚନା...

ଏଥର ଦୁର୍ଗାପୂଜା: କଟକ ବୟାଳିଶି ମଉଜା ପିତ୍ତଳ ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=MP2Vp7-EKQw ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। ସୁନା ଚାନ୍ଦି ଭିତରେ ଆକର୍ଷଣ ପାଲଟିଛି ପିତ୍ତଳ ମେଢ଼। କଟକ ୪୨ ମୌଜା ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ପ୍ରଥମ...

ଓଡ଼ିଶାରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଉଛି। ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସବୁ ଜିଲ୍ଲାରୁ ମୌସୁମୀ...

ଏଥର ଦୁର୍ଗାପୂଜା: କଟକ ତୁଳସୀପୁରରେ ଝଟକୁଛି ଚାନ୍ଦିମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Yl7hkv1D5Dg ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। କଟକ ଦଶହରାର ଏକ ନିଆରା ଆକର୍ଷଣ ହେଉଛି ଚାନ୍ଦିମେଢ଼। ଚଳିତବର୍ଷ କଟକ ସହରର ମୋଟ ୩୪ଟି ମଣ୍ଡପରେ ଚାନ୍ଦିମେଢ଼...

ଆମେରିକାର ଫ୍ଲୋରିଡାରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାରେ ଧୁମଧାମର ସହ ପାଳିତ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ। ଅକ୍ଟୋବର...

ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା: ଭୁବନେଶ୍ୱର ଓ କଟକରେ ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ଭକ୍ତଙ୍କୁ ଦର୍ଶନ ଦେବା ପରେ ବିଦାୟ ନେବେ ଦୁର୍ଗତୀନାଶିନୀ। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଓ...

ବାଲେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...

କାନିରେ କନକ ଅଞ୍ଜୁଳି ବାନ୍ଧି ଏଠି ମା’ଙ୍କୁ ଦିଆଯାଏ ମେଲାଣି

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା’ଦୁର୍ଗାଙ୍କୁ...

କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...