ଅଣ୍ଟା ବିନ୍ଧାରୁ ଉପଶମ ପାଇଁ କରନ୍ତୁ ଏହି ଯୋଗାସନ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=koVk_fvmKyg ବର୍ତ୍ତମାନ ଅଣ୍ଟା ବିନ୍ଧା ଅଧିକାଂଶ ଲୋକଙ୍କର ସମସ୍ୟା ପାଲଟିଛି। ଯୁବାବସ୍ଥାରେ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି। ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଓ କେତେକ ଯୋଗାସନ ଅଣ୍ଟା ବିନ୍ଧାରୁ...

ଏଥର ଦୁର୍ଗାପୂଜା: ସହିଦ ନଗରର ଆକର୍ଷଣ ଚାନ୍ଦିମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=7JrCixLNNsg ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ଭୁବନେଶ୍ଵର। ମା’ଙ୍କ ସ୍ୱାଗତ ପାଇଁ ଉତ୍ସବମୁଖର ସାରା ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଏଥରର ବିଶେଷ ଆକର୍ଷଣ ପାଲଟିବ ସହିଦ ନଗରର ଚାନ୍ଦିମେଢ଼। ସହିଦ...

“ମତେ ଲାଗୁଛି, ମୋ ସ୍ତ୍ରୀ ଏବେ ବି ବଞ୍ଚିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): ଦାମ୍ପତ୍ୟ ପ୍ରେମର ଅତୁଟ ବନ୍ଧନ। ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଏ, ହେଲେ ବିଚ୍ଛେଦ ହୁଏନି ସମ୍ପର୍କର ନିବିଡ଼ତା। ଆମ ସମାଜରେ ପତ୍ନୀଙ୍କ ବିୟୋଗରେ ଅନେକ ସ୍ଵାମୀ ତାଙ୍କ...

ଆଲବମ୍‌ରୁ ସିନେମା- ସୋମେଶ ମହାନ୍ତିଙ୍କ ଅଭିନୟ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=nEK6pbWZq10 ଓଡ଼ିଆ ଆଲବମ୍, ମେଗା ଧାରାବାହିକ, ସିନେମା, ଯାତ୍ରା ଏବଂ ଓଟିଟି। ମନୋରଞ୍ଜନର ଏ ସବୁ ପ୍ଲାଟଫର୍ମରେ ଦର୍ଶକଙ୍କୁ ନିଜ ଅଭିନୟରେ ଆଜି ବି ବାନ୍ଧି ରଖିଛନ୍ତି ଅଭିନେତା ସୋମେଶ ମହାନ୍ତି। କେବଳ...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ: ଦ୍ଵିତୀୟ ଦିନ ଓଡ଼ିଶାକୁ ୨୪ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ ଏବଂ ୮ଟି ବ୍ରୋଞ୍ଜ...

ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ଵର ମାଝୀଙ୍କର ବୁଧବାର ଦିନ ପରଲୋକ ହୋଇଛି। କେସିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ...

ଆସିଲା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବୁଧବାର ଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଆସିଛି। ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ...

ଆଣ୍ଠୁ ସର୍ଜରୀ ପରେ ଇନଫେକ୍ସନକୁ କେମିତି ଏଡ଼ାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=uShaPoedeYI ଆଣ୍ଠୁ ସର୍ଜରୀ ପରେ ସଂକ୍ରମଣ ହେବାର ବିଭିନ୍ନ କାରଣ ଥାଏ ଏବଂ ସଂକ୍ରମଣ ହେଲେ ପୁଣି ଥରେ ସର୍ଜରୀର ଆବଶ୍ୟକତା ମଧ୍ୟ ପଡ଼ିପାରେ। ତେବେ ଆଣ୍ଠୁ ସର୍ଜରୀ ପରେ ଇନଫେକ୍ସନକୁ କେମିତି...

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ: ଓଡ଼ିଶାରେ ହେବ ବ୍ୟାପକ କାର୍ଯ୍ୟକ୍ରମ  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚଳିତବର୍ଷ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ବ୍ୟାପକ ଭାବେ ପାଳନ କରାଯିବ। ଏହି ଅବସରରେ ରାଜ୍ୟରେ ସପ୍ତାହେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।...

ଆଜି ନବରାତ୍ରିର ସପ୍ତମ ଦିନ: କାଳରାତ୍ରି ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ନବରାତ୍ରିର ସପ୍ତମ ଦିନ। ଆଜିର ଦିନରେ ଦେବୀ କାଳରାତ୍ରିଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ...