ଚମକୁନି ଚାନ୍ଦିପୁର ବେଳାଭୂମି ଚିତ୍ରପଟ: ଅଧାରେ ପଡ଼ିଛି ୩୦ କୋଟି ଟଙ୍କାର ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସବୁଠୁ ବିରଳ ବିଚ୍ ଭାବରେ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ। ଚାନ୍ଦିପୁରକୁ ନେଇ ହୋଇଥିବା ସମସ୍ତ ଯୋଜନା ଏବେ ମଳିନ...

ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ। ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ...

ଭଦ୍ରକ ହିଂସାକୁ ନେଇ ତେଜିଲା ରାଜନୀତି: ମୁହାଁମୁହିଁ ବିଜେପି-ବିଜେଡି

ମିନତି ମିଶ୍ର ଭଦ୍ରକ ହିଂସାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ବୟାନବାଜି। ଭଦ୍ରକ ହିଂସା ବାବଦରେ ବିରୋଧୀ ଦଳ ନେତା ନବୀନ...

ପୁରୀରେ ହବିଷ୍ୟାଳୀମାନଙ୍କ ସୁବିଧା ପାଇଁ ୨ କୋଟି ୫୭ ଲକ୍ଷ ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛି ଦିନ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ଏହି ସମୟରେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳୀମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ପୁରୀ ଓ ଯାଜପୁରରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ଓ ଯାଜପୁରର ନାଭିଗୟାରେ ପିଣ୍ଡଦାନ କରିବା ଲାଗି ଲୋକଙ୍କ...

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫: ଅକ୍ଟୋବର ୩ରେ ନୂଆଦିଲ୍ଲୀରେ ହେବ ରୋଡ୍ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୫ ଜାନୁଆରି ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ଏହି ଶିଳ୍ପ ମହାକୁମ୍ଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ସରକାରଙ୍କ...

ଓଡ଼ିଆ ସାହିତ୍ୟ ଜଗତର ପରିଚିତ ନାଁ ସରୋଜିନୀ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=2wIYeN3-VoM ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ପାଠକ ମହଲରେ ବେଶ ଆଦୃତ।...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ କୁମାର ଜେନାଙ୍କୁ କ୍ଲିନଚିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ମିଳିଛି କ୍ଲିନଚିଟ୍। ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ଏହି କ୍ଲିନଚିଟ୍ ମିଳିଛି। ତଳ କୋର୍ଟରେ ପ୍ରତାପ ଜେନାଙ୍କ ନାଁରେ...

ବୟସ୍କଙ୍କ ଆଖି ସମସ୍ୟା, କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=CDREyo3vz_o ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ...

ଭଦ୍ରକର ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଓ୍ଵାଇବି ଖୁରାନିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଧୀରେ ଧୀରେ ଶାନ୍ତ ହେଉଛି ଅଶାନ୍ତ ହୋଇପଡ଼ିଥିବା ଭଦ୍ରକର ସ୍ଥିତି। ମଙ୍ଗଳବାର ଦିନ ଭଦ୍ରକ ଗସ୍ତ କରି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ଵାଇବି ଖୁରାନିଆ। ସୋସିଆଲ ମିଡିଆଠାରୁ...