ଭିନ୍ନ ଏକ ନାଟକ- ସେପ୍ଟେମ୍ବରର ୩୦ ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=g2fuw1KiVjo&t=59s
ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଏହି ନାଟକକୁ ଦର୍ଶକୀୟ ଆଦୃତି ମିଳିଛି। ବିଭିନ୍ନ ବୟସ ଓ...
ପିରିୟଡସ୍ ବେଳେ ଅସ୍ଵାଭାବିକ ରକ୍ତସ୍ରାବ ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=lk_2BnKz9a0
ପିରିୟଡସ୍ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ ପିରିୟଡସ୍ ବେଳେ କାହିଁକି ଅସ୍ଵାଭାବିକ ଭାବେ ରକ୍ତସ୍ରାବ ହୁଏ,...
ବୟସ୍କଙ୍କୁ ଫିଟ୍ ରଖିବ ଯୋଗାସନ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=LMd0fJz_g-s
ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ...
ଓଡ଼ିଶାରେ ୪୬୭୧ କୋଟି ଟଙ୍କାର ଅକ୍ଷୟ ଶକ୍ତି ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବସିଥିବା ଏହି ବୈଠକରେ ୪,୬୭୧ କୋଟି ଟଙ୍କାର ଏକାଧିକ ଅକ୍ଷୟ ଶକ୍ତି ପ୍ରକଳ୍ପକୁ...
ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ – ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/tvBKy8jQVTs?si=a_iOLqkymYLFSw6r
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପୋଷଣ ମାସ-୨୦୨୪ ପାଳିତ ହୋଇଯାଇଛି। ସୋମବାର ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା...
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ ସମ୍ମିଳନୀର ତୃତୀୟ ସଂସ୍କରଣ...
‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ ଅନୁଷ୍ଠିତ: କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିଲା ‘ଅକ୍ଷର କଥାକାର ସମ୍ମାନ-୨୦୨୪’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ରବିବାର ‘ସାରସ୍ଵତ ସମାବେଶ’ ଆୟୋଜିତ ହୋଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ‘ଅକ୍ଷର କଥାକାର...
ଦାୟିତ୍ଵ ନେଲେ ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାୟିତ୍ଵ ନେଲେ କଟକ-ଭୁବନେଶ୍ଵର ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ। ସୋମବାର ଦିନ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।
ସୁରେଶ ଦେବଦତ୍ତ ସିଂହ ହେଉଛନ୍ତି...
ଭରତପୁର ଥାନା ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭରତପୁର ଥାନା ମାମଲାର ସତ ଜଣାପଡ଼ିବ। ସୋମବାରଠାରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତ ସର୍କିଟ ହାଉସଠାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ...
ବାରିପଦାରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ...





















