‘ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ‘ନୂଆ-ଓ' ଯୋଜନାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହା ବଦଳରେ ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟସ’ ନାମରେ ଏକ ନୂଆ ଯୋଜନା...
କେମିତି ବ୍ୟାପେ ଯୌନ ରୋଗ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HS2pW3Km5UA
ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ଏହି ହ୍ୟୁମାନ୍ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ...
ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ଆଉ ବର୍ଷେ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାର ଅବଧିକୁ ଆଉ ୧ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଯୋଜନା ଅନ୍ତର୍ଗତ ସାମ୍ବାଦିକଙ୍କ ୨୦୨୩ରେ ପଞ୍ଜୀକୃତ ହୋଇଥିବା ସ୍ୱାସ୍ଥ୍ୟବୀମା ଆଉ ବର୍ଷେ...
ବଙ୍ଗୋପସାଗରରେ ଲଘୁଚାପ: ପ୍ରବଳ ବର୍ଷା ପାଇଁ ଆଜି ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ମାତ୍ରା ବଢ଼ିବାର ସମ୍ଭାବନା ରହିଛି।...
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କେମିତି କରାଯାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=araKPwCXE70
ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।
ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଆଉ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି।
ତେଣୁ ମୃତ୍ୟୁ ପରେ...
‘ହୁରୁନ୍ ଇଣ୍ଡିଆ’ ଧନୀ ତାଲିକାରେ ଓଡ଼ିଆ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଫାଲକନ୍ ଗ୍ରୁପର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ ‘ହୁରୁନ୍ ଇଣ୍ଡିଆ’ ଧନୀ ବ୍ୟକ୍ତିଙ୍କ ତାଲିକା ୨୦୨୪’ରେ ସ୍ଥାନ ପାଇଛନ୍ତି। ଏଥିରେ ସେ ସାରା ଭାରତରେ ୫୪୦ତମ...
ରାଜ୍ୟ ସରକାରଙ୍କ ଘୋଷଣା: ସେପ୍ଟେମ୍ବର ୯ରେ ନୂଆଁଖାଇ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ନୂଆଁଖାଇ ପର୍ବ। ସେହିଦିନ ରବିବାର ପଡ଼ୁଥିବାରୁ ସେପ୍ଟେମ୍ବର ୯ ତାରିଖକୁ...
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର କ୍ରୀଡ଼ା ବ୍ୟକ୍ତିତ୍ଵଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଥିବା କ୍ରୀଡ଼ା ବ୍ୟକ୍ତିତ୍ଵମାନଙ୍କୁ ଏଠାରେ ପୁରସ୍କୃତ...
ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର: ଆଉ ୫ ଦିନ ଭିଜିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶୁକ୍ରବାର ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ସୁଦୃଶ୍ୟ ଲଘୁଚାପର ରୂପ ନେବ। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ...
କ୍ରିଟିକାଲ୍ ମିନେରାଲ୍ସ ଓ ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ପାଇଁ କାବିଲ୍ ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ଅଏଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ କ୍ରିଟିକାଲ୍ ମିନେରାଲ୍ସ ଓ ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର...





















