କିଡନିରେ ଷ୍ଟୋନ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=tf4nUokTU1c
ଆମ ଶରୀରରେ କିଡନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି...
ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ଵାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଦିନ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି।...
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାର ତଦନ୍ତ ରିପୋର୍ଟ ଶୀଘ୍ର ସାର୍ବଜନୀନ କରାଯିବ – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ। ଏହା ଉପରେ ଖୁବଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ...
ସହକର୍ମୀଙ୍କ ଗରମ ପାଣି ମାଡ଼ରେ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଷ୍ମନ୍ତ କୁମାର ଦେହୁରୀଙ୍କ ଉପରେ ଅନ୍ୟ ଜଣେ ସହକର୍ମୀ ଫୁଟୁଥିବା ଗରମ ପାଣି ଢାଳିଦେବାରୁ ସେ ଗୁରୁତର ଆହତ...
ବଙ୍ଗୋପସାଗରରେ ଲଘୁଚାପ: ବର୍ଷା ପାଇଁ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ବଙ୍ଗୋପସାଗରର ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପଟି ପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଆଗକୁ ଅଧିକ ଘନୀଭୂତ ହେବାର ସମ୍ଭାବନା...
ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍। ସୋମବାର ଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍ ଜାରି କରାଯାଇଛି। ୨୧ରୁ ୬୦ ବର୍ଷ ବୟସର ମହିଳାମାନେ...
ଆପାର୍ଟମେଣ୍ଟ ରାସ୍ତା ପାଇଁ ବିଲ୍ଡର୍ସଙ୍କୁ ସରକାରୀ ଜମି ଟେକିଦେଇ ଫସିଲେ ବିଡିଏ ଓ ବିଏମସି, ଅଡୁଆରେ ଗ୍ରାହକ
ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି
ଭୁବନେଶ୍ୱର ସୌଭାଗ୍ୟ ନଗର ଅଞ୍ଚଳରେ ହର୍ଷପ୍ରିୟା (ଏଚପି) ସ୍କୋୟାର ଏବଂ ବମିଖାଲରେ ଶୁଭମ ମିଡଟାଉନ ଆପାର୍ଟମେଣ୍ଟ ପ୍ରକଳ୍ପକୁ ନେଇ ଅଡୁଆ!
ଭୁବନେଶ୍ଵରରେ ଘରୋଇ ଆପାର୍ଟମେଣ୍ଟ ପ୍ରକଳ୍ପକୁ ସଂଯୁକ୍ତ ରାସ୍ତା ପାଇଁ ସରକାରୀ...
ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ଶ୍ରୀମନ୍ଦିରରେ...
ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ: ସତର୍କ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଏବେ ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି। ଏଠାରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ଭୂତାଣୁ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ରୋକିବାକୁ ଅଞ୍ଚଳରେ କୁକୁଡ଼ା...
ଗର୍ଭଧାରଣ ପାଇଁ ପ୍ଲାନିଂ କରୁଛନ୍ତି କି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Sh80s0zFw0s
ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନିଂ କରିବା ଆବଶ୍ୟକ। ଏହାଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ ବୋଲି ଡାକ୍ତର କୁହନ୍ତି।
ତେବେ ଗର୍ଭଧାରଣ ପୂର୍ବରୁ...





















