ଦାନ୍ତ ପୋକଡ଼ା ହେବାକୁ ରୋକିବେ କିପରି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=5NS-tTADKZ8 ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇଲେ ଧୀରେ ଧୀରେ ଦାନ୍ତରେ ପରସ୍ତ ଜମିଯାଏ। ଏହା ଫଳରେ ଦାନ୍ତରେ ଛୋଟ...

ବଲିଉଡରୁ ଓଲିଉଡ- ପାର୍ଥ ସାରଥୀ ରାୟଙ୍କ ଅଭିନୟ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ETym8EA9JrM&t=1471s ଓଲିଉଡର ଜଣେ ଜଣାଶୁଣା ଅଭିନେତା ପାର୍ଥ ସାରଥୀ ରାୟ। ମାୟା ନଗରୀ ମୁମ୍ବାଇରୁ ପାର୍ଥ ନିଜ ସିନେମା କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ କିଛି ଦିନ କାମ କରିବା ପରେ ସେ...

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶୁକ୍ରବାର ଦିନ ପ୍ରଦୀପ କୁମାର...

ବିଧାନସଭାରେ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବୟକଟ୍ କଲେ ବିଜେଡି-କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଶନିବାର କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ କିରେନ ରିଜିଜୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଥିରେ ନୂଆ ବିଧାୟକଙ୍କୁ...

ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସନକାର୍ଡ ହିତାଧିକାରୀ ପୁଣି ପାଇବେ ଗହମ। ହିତାଧିକାରୀଙ୍କୁ ଏଣିକି ଚାଉଳ ସହ ଗହମ ଦିଆଯିବ। ହିତାଧିକାରୀଙ୍କ ଚାହିଦାକୁ ଦେଖି ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର...

ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=7oRmnBReKL8 ଶରୀରରେ କ୍ୟାଲସିୟମ୍‌, ସୋଡିୟମ୍‌, ପୋଟାସିୟମ୍‌, ମାଙ୍ଗାନିଜ୍‌ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍‌ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି: ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଆହୁରି ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଶନିବାର ବର୍ଷା...

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ଭାରତୀୟ ମେଡିକାଲ ସଂଘ...

ଆମେ କ’ଣ ସତରେ ସ୍ଵାଧୀନ?

ଡକ୍ଟର ଦେବୀଲାଲ ମିଶ୍ର ଗତ କିଛିଦିନ ହେବ ମୋର ଅନେକ ବିଦ୍ୟାର୍ଥୀ ଓ ପାଠକ ମତେ ସ୍ଵାଧୀନତା ବିଷୟରେ କିଛି ଲେଖିବାକୁ କହିଆସୁଛନ୍ତି। ସତରେ ସ୍ଵାଧୀନତା ଦିବସ ପାଖେଇ ଆସିଲେ ଆମ ଭିତରୁ ଅନେକଙ୍କର...

କାହିଁକି କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ?

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ନିଜ ଇସ୍ତଫା ପତ୍ର ସେ ଏଆଇସିସିକୁ ପଠାଇଛନ୍ତି। ଦଳରେ ଉଚିତ ସମ୍ମାନ ନମିଳିବାରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବିଜୟ ପଟ୍ଟନାୟକ...