ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ସ୍ୱରୂପିଣୀ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/cG6Yd4URst8 ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ଦ୍ଵିତୀୟ ପ୍ରୟାସରେ ସଫଳ ହୋଇଛନ୍ତି ସ୍ୱରୂପିଣୀ ପଟ୍ଟନାୟକ। କଠିନ ପରିଶ୍ରମ ବଳରେ ରାଙ୍କ ୧୨ ରଖି ଏହି ସଫଳତା ହାସଲ କରିଛନ୍ତି କଟକର ସ୍ୱରୂପିଣୀ।...

ହୃଦଘାତକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=JANN-MNbfZ0 ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୫। ହୃଦଘାତ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଦିବସ ପାଳନ କରାଯାଉଛି। ହୃତପିଣ୍ଡ...

ଛାତ୍ର ରାଜନୀତିରୁ ବିଧାୟକ – ଟଙ୍କଧର ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=lwMYF2NwxHs&t=294s ଓଡ଼ିଶାର ଜଣେ ଲୋକପ୍ରିୟ ଯୁବନେତା ଟଙ୍କଧର ତ୍ରିପାଠୀ। ଛାତ୍ର ଜୀବନରୁ ରାଜନୀତି ସହ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଝାରସୁଗୁଡ଼ାରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଟଙ୍କଧର ତ୍ରିପାଠୀ ଓଡ଼ିଶା ବିଜେପିର ଜଣେ...

ପ୍ରକାଶ ପାଇଲା ଓସିଏସ୍ ପରୀକ୍ଷା-୨୦୨୩ ରେଜଲ୍ଟ: ପ୍ରିୟାଂଶୁ ପାଲ ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ...

ସୂର୍ଯ୍ୟମୟୀ କହିଲେ – ମୁଁ ସିନେମାକୁ ନୁହେଁ, ସିନେମା ମତେ ବାଛେ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=gXKe3oLs_ic ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ସୂର୍ଯ୍ୟମୟୀ ମହାପାତ୍ର। ‘ଡାଲଚିନି’, ‘ପରବ’, ‘ଅନନ୍ତା’, ‘କର୍ମା’, ‘ସମାପାଜୁର ରଘୁ’ ଆଦି ଅନେକ ଲୋକପ୍ରିୟ ସିନେମାରେ ସୂର୍ଯ୍ୟମୟୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି।...

ଗାଡ଼ିରେ ଯାତ୍ରା କରିବା ସମୟରେ ବାନ୍ତି ହେଉଥିଲେ, କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=wOnaFyVVnYU କେତେକ ଲୋକଙ୍କର ଗାଡ଼ିରେ ଯାତ୍ରା କରିବା ବେଳେ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ। ଏହାକୁ ମୋସନ ସିକନେସ ବୋଲି କୁହାଯାଏ। ଗାଡ଼ିରେ ଯାତ୍ରା କରିବା ସମୟରେ କାହିଁକି...

ଦିନକ ଆଗରୁ ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକ ଆଗରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ୨୫ ତାରିଖରେ ସରିଥାନ୍ତା। ତେବେ ଏହି ସ୍ଵଳ୍ପକାଳୀନ ଅଧିବେଶନ ୬ ଦିନରେ ଶେଷ ହୋଇଛି। ବିଭିନ୍ନ...

ଅଭିନୟରୁ ପ୍ରଯୋଜନା: ଝିଲିକଙ୍କ ସଫଳ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=yQOla9FsI34 ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଝିଲିକ ଭଟ୍ଟାଚାର୍ଯ୍ୟ। ଓଡ଼ିଆ ଚଳଚ୍ଚିତ୍ର ‘ଟାର୍ଗେଟ’ ଦେଇଥିଲା ଝିଲିକଙ୍କୁ ନୂଆ ପରିଚୟ। ଓଡ଼ିଆ ସିନେମାରେ ଅଭିନୟ ପାଇଁ ଅଫର ଆସିଲା ପରେ ଝିଲିକ ଖୁସି...

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ଅଳଙ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କର ରତ୍ନାଳଙ୍କାର। ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସ୍ଥାୟୀ ଭାବେ ରଖାଗଲା ରତ୍ନ ଅଳାଙ୍କାର। ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଅସ୍ଥାୟୀ ଭଣ୍ଡାରରୁ ସ୍ଥାୟୀ...

ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ: ଅତ୍ୟାଧୁନିକ ତାଲିମ ନେଇ ବାହାରିଲେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ଦକ୍ଷତା କେନ୍ଦ୍ରରେ 'ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍’ ଏବଂ ‘ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ’ରେ ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ରର ଉଦଘାଟିତ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ...