ପୂଜାମଣ୍ଡପରେ ଧୁମ୍‌ଧାମରେ ଚାଲିଛି ମହାମାୟୀଙ୍କ ନବମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାନବମୀ ପୂଜା। ଏଥିପାଇଁ ଟ୍ବିନ୍‌ସିଟିର ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ଲମ୍ବାଧାଡ଼ିରେ...

ବରମୁଣ୍ଡା ପୂଜାମଣ୍ଡପରେ ଅଘଟଣ: ଅଧାରେ ଅଟକିଗଲା ରାମଦୋଳି, ଅଳ୍ପକେ ବର୍ତ୍ତିଲେ ପିଲା

ଓଡିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପଠାରେ ଗୁରୁବାର ରାତିରେ ଘଟିଛି ଅଘଟଣ। ରାମଦୋଳି ବୁଲୁଥିବା ବେଳେ ଅଧାରେ ଅକାମୀ ହୋଇଯାଇଛି। ଫଳରେ ଏହି ଦୋଳିରେ ବସିଥିବା ବହୁ ଛୋଟ ପିଲା ଏବଂ ଲୋକଙ୍କ...

ଅକ୍ଟୋବର ୨ ଯାଏଁ ପ୍ରବଳ ବର୍ଷା: ଧୋଇଯିବ କି ‘ଦଶହରା’ ମଜା?

ଓଡିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓଡ଼ିଶାର ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁରୁବାର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକରେ ବି ବର୍ଷା ହୋଇଛି।...

ପୂଜାରେ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ୍: ଓଡ଼ିଶାକୁ ଜଗିଛନ୍ତି ୨୪୪ ପ୍ଲାଟୁନ୍ ଫୋର୍ସ

ଓଡିଶାଲାଇଭ୍ ବ୍ୟୁରୋ ଜମି ଆସିଲାଣି ପୂଜା ମାହୋଲ। ମହାସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ। ଗାଁରୁ ସହର ହୋଇଯାଇଛି ଉତ୍ସବମୁଖର। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଶାନ୍ତି...

ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ: ଛତ୍ରପୁର କାଉନସିଲର ହତ୍ୟାକାରୀଙ୍କ ସହ ହାତ ମିଳାଇଛି ବିଜେପି

ଓଡିଶାଲାଇଭ୍ ବ୍ୟୁରୋ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ବିଜେପି ବଡ ନେତାଙ୍କ ସଂପୃକ୍ତି ରହିଥିବା ବିଜେଡି କହିଥିବା...

ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ: ମାନିଲେନି କଟକଣା, ପଡ଼ିଲା ଶହଶହ ପଶୁବଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରକ୍ତରଞ୍ଜିତ ହୋଇଛି ମା’ ମାଣିକେଶ୍ୱରୀଙ୍କ ପୀଠ। ପ୍ରଶାସନର କଟକଣାକୁ ମାନିଲେନି ଶ୍ରଦ୍ଧାଳୁ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ପଡିଛି ପଶୁବଳି। ପୋଲିସ ଓ ପ୍ରଶାସନ...

ସିଲଭର୍‍ ସିଟିରୁ ସ୍ମାର୍ଟି ସିଟି: ମହାଅଷ୍ଟମୀରେ ଉଠୁଛି ପଡ଼ୁଛି ପୂଜାମଣ୍ଡପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଅଷ୍ଟମୀ ପୂଜା। ଏହାକୁ ନେଇ ସିଲଭରସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ଉଠୁଛି ପଡ଼ୁଛି। ଶ୍ରଦ୍ଧାଳୁମାନେ ମହା ଅଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଭିଡ଼ ଲଗାଇଛନ୍ତି।...

କେନ୍ଦୁଝରରେ ଅଘଟଣ: ବଡ଼ ଘାଗରା ଯିବା ରାସ୍ତାରେ ନାବାଳିକାଙ୍କୁ ଗଣ ବଳାତ୍କାର

ଓଡିଶାଲାଇଭ୍ ବ୍ୟୁରୋ ପାର୍ବଣକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି। ଆଉ ଏତିକି ବେଳେ କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ନବୀନ: ଅଧାରେ ଅଟକିଥିବା ପ୍ରକଳ୍ପ ଶେଷ କରିବାକୁ ଦାବି ଜଣାଇଲେ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଅସମ୍ପୂର୍ଣ୍ଣ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ନବୀନ। ସେହିପରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ...

ନିଆରା ‘ନବରାତ୍ରି’ ପୂଜା: ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବେ କିନ୍ନର

ଓଡିଶାଲାଇଭ୍ ବ୍ୟୁରୋ ଦୁର୍ଗା ପୂଜାକୁ ନେଇ ଭୁବନେଶ୍ୱରରେ ଉତ୍ସବର ମାହୋଲ। ଆଉ ଏହାକୁ ଅଧିକ ରଙ୍ଗିନ କରିଛି 'କିନ୍ନର'ମାନଙ୍କ ନିଆରା 'ନବରାତ୍ରି' ପୂଜା। ୭ ଦିନ ହେଲା ମା' ନବଦୁର୍ଗାଙ୍କୁ ଆରାଧନା କରିବା...